Below header

ବନ କର୍ମଚାରୀଙ୍କ ଦ୍ୱାରା କଇଁଛ ଜବତ, ଆନ୍ଧ୍ରରୁ ଆଣି କରାଯାଉଥିଲା ବିକ୍ରି

ମାଲାକାନଗରି (କେନ୍ୟୁଜ) : କାଲିମେଳା ବନ କର୍ମଚାରୀଙ୍କ ଦ୍ୱାରା କଇଁଛ ଜବତ । ଏହାସହ ଦୁଇଟି ମୋଟର ସାଇକେଲ ଜବତ । କାଲିମେଳା ଅଞ୍ଚଳର କିଛି କଇଁଛ ବ୍ୟବସାୟୀ ଆନ୍ଧ୍ର ପ୍ରଦେଶରୁ କଇଁଛ ଆଣି ମାଲକାନଗିରିରେ ଚୋରାରେ ବିକ୍ରି କରୁଥିଲେ । ଏନେଇ ବିଶ୍ୱସ୍ଥ ସୁତ୍ରରୁ ଖବର ପାଇ ବନ ବିଭାଗ ପକ୍ଷରୁ ଏମପିଭି-୬୫ ଗାଁରେ ଚଢଉ କରାଯାଇଥିଲା । ଘଟଣାସ୍ଥଳରୁ ଅଭିଯୁକ୍ତ ମାନେ ଚମ୍ପଟ ମାରିଛନ୍ତି । ଘଟଣାର ଅଧିକ ତଦନ୍ତ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.