Below header

ଟାଙ୍ଗୀ ସୁନ୍ଦରପୁର ଗାଁରେ ଅଭାବନୀୟ ଘଟଣା: ବାହାଘର ଭୋଜି ଖାଇ ୨୦ରୁ ଉର୍ଦ୍ଧ୍ଵ ଅସୁସ୍ଥ

ଟାଙ୍ଗୀ(କେନ୍ୟୁଜ୍): ଭୋଜି ହେଲା କାଳ । ବାହାଘର ଭୋଜି ଖାଇ ୨୦ରୁ ଉର୍ଦ୍ଧ୍ଵ ଅସୁସ୍ଥ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଳକ ସୁନ୍ଦରପୁର ଗାଁରେ ଘଟଣା ଘଟିଛି । ଗତକାଲି ସୁନ୍ଦରପୁର ତିନି ଘରିଆ ଗାଁରେ ଏକ ବାହାଘର ଥିଲା ।

ଗାଁକୁ ଆସିଥିବା ବରଯାତ୍ରୀ ଭୋଜି ଖାଇଥିଲେ । ସେଠାରୁ ଭୋଜି ଖାଇ ଫେରିବା ପରେ ସମସ୍ତଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା । କିଛି ଲୋକଙ୍କର ଝାଡାବାନ୍ତି ମଧ୍ୟ ହୋଇଥିଲା । ସମସ୍ତଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.