Below header

ଯାଜପୁର ବିରିପେଟା ଗାଁରେ ପିଲାଚୋର ସନ୍ଦେହରେ ଦୁଇ ଅଟକ

ଯାଜପୁର: ପିଲା ଚୋର ସନ୍ଦେହରେ ଦୁଇ ଅଟକ। ଯାଜପୁର ମଙ୍ଗଳପୁର ଥାନା ବିରିପେଟା ଗାଁରେ ପିଲାଚୋର ବୁଲୁଥିବା ସନ୍ଦେହରେ ୨ଜଣ ଯୁବକଙ୍କୁ ଅଟକ ରଖିଲେ ଗ୍ରାମବାସୀ। ଏହି ଦୁଇ ଜଣ ଗାଁରେ ବୁଲୁଥିବାବେଳେ ଲୋକେ ସନ୍ଦେହରେ ପଚରାଉଚରା କରିଥିଲେ।

ପଚରାଉଚରା କରିବାରୁ ଦୁଇ ଜଣ ଦୌଡି ପଳାଇଥିଲେ। ଗାଁଁଲୋକେ ପିଛା କରି ଦୁଇ ଜଣଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ। ମଙ୍ଗଳପୁର ଥାନା SI ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.