ଗହୀରମଥା ଓ ଭିତରକନିକାରେ ଚାଲିଛି ଶେଷ ପର୍ଯ୍ୟାୟ ଡଲଫିନ୍‌ ଗଣନା, ୯ଟି ଟିମ୍‌ ସାମିଲ୍

ରାଜନଗର: ଗହୀରମଥା ଓ ଭିତରକନିକାରେ ଚାଲିଛି ଶେଷ ପର୍ଯ୍ୟାୟ ଡଲଫିନ୍‌ ଗଣନା । ୯ଟି ଟିମ୍‌ ଏହି ଗଣନା କାର୍ଯ୍ୟ କରୁଛନ୍ତି । ସମୁଦ୍ର ଓ ନଦୀରେ ଗଣନା କରାଯାଉଛି ।

ସକାଳ ୬ଟାରୁ ଆରମ୍ଭ ହୋଇ ଦିନ ୧୨ଟା ପର୍ଯ୍ୟନ୍ତ ଗଣନା ଚାଲିବ । ଏନେଇ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ବିକାଶ ରଞ୍ଜନ ଦାଶ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.