Browsing Tag

dolphin counting

ସକାଳ ୬ଟାରୁ ଚିଲିକାରେ ଡଲ୍‌ଫିନ ଗଣନା ଆରମ୍ଭ, ୧୮ଟି ଟିମ୍ ନିୟୋଜିତ

ଟାଙ୍ଗୀ (କେନ୍ୟୁଜ): ଚିଲିକାରେ ଚାଲିଛି ଡଲଫିନ୍ ଗଣନା। ପୁରୀ ଜିଲ୍ଲା ସାତପଡ଼ାରୁ ଡ଼ଲଫିନ ଗଣନା ଆରମ୍ଭ ହୋଇଛି। ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ ଗଣନା କାର୍ଯ୍ୟ। ଏଥିରେ ୧୮ଟି ଟିମ୍ ସାମିଲ ହୋଇଛନ୍ତି । ଚିଲିକାର ୪ଟି ଅଞ୍ଚଳରେ ଡଲଫିନ୍ ଗଣନା କରାଯାଉଛି । ସେଣ୍ଟ୍ରାଲ ସେକ୍ଟରରେ ୬…

ଆସନ୍ତା ୨୦ରୁ ଗହିରମଥାରେ ଡଲଫିନ୍ ଗଣନା ଆରମ୍ଭ, ୩ ଦିନ ଧରି ଚାଲିବ ପ୍ରକ୍ରିୟା

ରାଜନଗର (କେନ୍ୟୁଜ): ଆସନ୍ତା ୨୦ରୁ ଗହିରମଥାରେ ଆରମ୍ଭ ହେବ ଡଲଫିନ୍ ଗଣନା । ଭିତରକନିକା ଜାତୀୟ ଉଦ୍ୟାନ ଓ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ଆସନ୍ତା ୨୦ରୁ ଆରମ୍ଭ ହେବ ଡଲଫିନ୍ ଗଣନା । ୩ ଦିନ ଧରି ଚାଲିବ ଏହି ଡଲଫିନ୍ ଗଣନା ପ୍ରକ୍ରିୟା । ଧାମରା ମୁହାଣଠାରୁ ଦେବୀ ମୁହାଣ ଯାଏଁ ସମୁଦ୍ର…

ଆଜିଠୁ ୩ ଦିନ ଧରି ଚିଲିକାରେ ଡଲଫିନ୍‌ ଗଣନା, ସକାଳ ୬ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଜାରି ରହିବ ଗଣନା

ଟାଙ୍ଗି (କେନ୍ୟୁଜ): ଆଜିଠୁ ୩ ଦିନ ଧରି ଚିଲିକାରେ ଡଲଫିନ୍‌ ଗଣନା । ସକାଳ ୬ଟାରୁ ଇରାୱାଡି ଡଲଫିନ ଗଣନା ଚାଲିଛି। ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନରେ ୧୦ଟି ଟିମ୍‌ ଓ ସାତପଡ଼ାରେ ୮ଟି ଟିମ୍‌ ଡଲଫିନ୍‌ ଗଣନା ପାଇଁ ନିୟୋଜିତ ହୋଇଛନ୍ତି। ପ୍ରତି ଟିମ୍‌ରେ ୮ଜଣ ସଦସ୍ୟ ରହିଛନ୍ତି। ୨ଟି ରେଂଜକୁ ୩ଟି…

ଚିଲିକାରେ ଆସନ୍ତା କାଲିଠାରୁ ଆରମ୍ଭ ହେବ ଡଲଫିନ୍‌ ଗଣନା; ସାମିଲ୍‌ ହେବେ ୧୮ଟି ଟିମ୍‌

ଟାଙ୍ଗି (କେନ୍ୟୁଜ): ଆସନ୍ତା କାଲି ଠାରୁ ୩ଦିନ ଧରି ଚିଲିକାରେ ଡ଼ଲଫିନ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥି ପାଇଁ ଆଜି ସନ୍ଧ୍ୟାରେ ବାଲୁଗାଁ ସ୍ଥିତ ଚିଲିକା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଗଣନା ସକାଳ ୬ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ…

ଆଜି ଚିଲିକାରେ ଚାଲିଛି ଡ଼ଲଫିନ ଗଣନା କାର୍ଯ୍ୟ, ସାମିଲ ଅଛନ୍ତି ୮ଟି ଟିମ

ଟାଙ୍ଗୀ,ବ୍ରହ୍ମଗିରି(କେନ୍ୟୁଜ୍): ଆଜି ଚିଲିକାରେ ଡ଼ଲଫିନ ଗଣନା ଆରମ୍ଭ ହୋଇଛି । ସକାଳ ୬ ଟାରୁ ଇରାୱାଡି ଡ଼ଲପିଂନ ଗଣନା ଆରମ୍ଭ ହୋଇଛି । ଚିଲିକାର ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନ ରେ ୧୦ ଟିମ  ଏବଂ  ସାତପଡାରେ ୮ ଟିମ ଡଲଫିନ୍ ଗଣନା ପାଇଁ ନିଓଜିତ ହୋଇଛନ୍ତି । ପ୍ରତ୍ୟେକଟି  ଟିମରେ ୫ ଜଣ…

ଆଜିଠୁ ଭିତରକନିକା ଓ ଗହିରମଥାରେ ଡଲଫିନ୍ ଗଣନା ଆରମ୍ଭ, ସକାଳ ୬ରୁ ଦିନ ୧୨ଟା ଯାଏ ଚାଲିବ ପ୍ରକ୍ରିୟା

ରାଜନଗର(କେନ୍ଯୁଜ୍): ଭିତରକନିକା ଜାତୀୟ ଉଦ୍ୟାନ ଓ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ଆଜିଠାରୁ ଡଲଫିନ୍ ଗଣନା ଆରମ୍ଭ ହୋଇଛି । ୩ଦିନ ଧରି ଅର୍ଥାତ ୧୮ତାରିଖ ପର୍ଯ୍ୟନ୍ତ ଚାଲିବ ଡଲଫିନ୍ ଗଣନା । ଧାମରା ମୁହାଣ ଠାରୁ ଦେବୀ ମୁହାଣ ଯାଏଁ ସମୁଦ୍ର ମଧ୍ଯରେ ଏବଂ ଭିତରକନିକା ମଧ୍ଯରେ ଥିବା ନଦୀ ନାଳ…

ଗତ ବର୍ଷକ ମଧ୍ୟରେ ରାଜ୍ୟରେ ଡଲଫିନ୍‌ ସଂଖ୍ୟା ଦୁଇଗୁଣା ଅଧିକ, ୨୩୩ରୁ ପହଁଚିଛି ୫୪୪ ରେ

ଭୁବନେଶ୍ବର: ବର୍ଷକରେ ଡଲଫିନ୍‌ ସଂଖ୍ୟା ଦୁଇଗୁଣା ବଢ଼ିଛି । ଡଲଫିନ୍‌ଙ୍କ ପାଇଁ ଓଡ଼ିଶା ପାଣିପାଗ, ପରିବେଶ ବେଶ ସୁହାଇଛି । ଗତ ବର୍ଷକ ମଧ୍ୟରେ ରାଜ୍ୟରେ ଡଲଫିନ୍‌ ସଂଖ୍ୟା ୨ ଗୁଣରୁ ଅଧିକ ହୋଇଛି । ଏପରିକି ‘ହମ୍ପବ୍ୟାକ୍‌’ ଓ ବଟଲନୋଜ୍‌ ପ୍ରଜାତିର ଡଲଫିନଙ୍କ ସଂଖ୍ୟା ଆଶାତୀତ ବୃଦ୍ଧି ପାଇଛି ।…

ଗହୀରମଥା ଓ ଭିତରକନିକାରେ ଚାଲିଛି ଶେଷ ପର୍ଯ୍ୟାୟ ଡଲଫିନ୍‌ ଗଣନା, ୯ଟି ଟିମ୍‌ ସାମିଲ୍

ରାଜନଗର: ଗହୀରମଥା ଓ ଭିତରକନିକାରେ ଚାଲିଛି ଶେଷ ପର୍ଯ୍ୟାୟ ଡଲଫିନ୍‌ ଗଣନା । ୯ଟି ଟିମ୍‌ ଏହି ଗଣନା କାର୍ଯ୍ୟ କରୁଛନ୍ତି । ସମୁଦ୍ର ଓ ନଦୀରେ ଗଣନା କରାଯାଉଛି । ସକାଳ ୬ଟାରୁ ଆରମ୍ଭ ହୋଇ ଦିନ ୧୨ଟା ପର୍ଯ୍ୟନ୍ତ ଗଣନା ଚାଲିବ । ଏନେଇ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ବିକାଶ…

ଗହୀରମଥା ଓ ଭିତରକନିକାରେ ଚାଲିଛି ଡଲଫିନ୍ ଗଣନା, ସାମିଲ୍ ହୋଇଛନ୍ତି ୯ଟି ଟିମ୍‌

ରାଜନଗର: ଗହୀରମଥା ଓ ଭିତରକନିକାରେ ଚାଲିଛି ଡଲଫିନ ଗଣନା । ୯ଟି ଟିମ୍‌ ଗଣନା କାର୍ଯ୍ୟରେ ସାମିଲ ହୋଇଛନ୍ତି । ସମୁଦ୍ର ଓ ନଦୀରେ ଗଣନା କରାଯାଉଛି । ସକାଳ ୬ଟାରୁ ଆରମ୍ଭ ହୋଇ ଦିନ ୧୨ଟା ପର୍ଯ୍ୟନ୍ତ ଗଣନା ଚାଲିବ । ପୂର୍ବରୁ ଗଣନା କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ପାଗ ଖରାପ ଯୋଗୁ ଠିକ୍‌…

ଆଜିଠୁ ଚିଲିକାରେ ଆରମ୍ଭ ହୋଇଛି ଡଲଫିନ୍‌ ଗଣନା, ୧୮ଟି ଟିମ୍‌ର ୧୩୩ ଜଣ ସଦସ୍ୟ କାର୍ଯ୍ୟରେ ନିୟୋଜିତ

ଚିଲିକା (କେନ୍ୟୁଜ୍) : ଚିଲିକାରେ ଆରମ୍ଭ ହୋଇଛି ଡଲଫିନ୍‌ ଗଣନା । ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ୧୮ଟି ଟିମ୍‌ର ୧୩୩ ଜଣ ସଦସ୍ୟ । GPS ଓ ବାଇନାକୁଲର ସାହାଯ୍ୟରେ ଚାଲିଛି ଗଣନା। ଚିଲିକାରେ କେତେ ଡଲଫିନ ଅଛନ୍ତି ସେନେଇ ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ଚାଲିବ ଗଣନା। ଭିତରକନିକାରେ…