ଗହୀରମଥା ଓ ଭିତରକନିକାରେ ଚାଲିଛି ଡଲଫିନ୍ ଗଣନା, ସାମିଲ୍ ହୋଇଛନ୍ତି ୯ଟି ଟିମ୍‌

ରାଜନଗର: ଗହୀରମଥା ଓ ଭିତରକନିକାରେ ଚାଲିଛି ଡଲଫିନ ଗଣନା । ୯ଟି ଟିମ୍‌ ଗଣନା କାର୍ଯ୍ୟରେ ସାମିଲ ହୋଇଛନ୍ତି । ସମୁଦ୍ର ଓ ନଦୀରେ ଗଣନା କରାଯାଉଛି ।

ସକାଳ ୬ଟାରୁ ଆରମ୍ଭ ହୋଇ ଦିନ ୧୨ଟା ପର୍ଯ୍ୟନ୍ତ ଗଣନା ଚାଲିବ । ପୂର୍ବରୁ ଗଣନା କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ପାଗ ଖରାପ ଯୋଗୁ ଠିକ୍‌ ଭାବେ ଗଣନା ହୋଇ ପାରିନଥିବା ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.