Browsing Tag

dolphin

ଜଳକା ନଦୀରୁ ଉଦ୍ଧାର ହେଲା ୬ ଫୁଟ ଲମ୍ବର ଡଲଫିନ

ଜଳେଶ୍ୱର : ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଗୋଠ ଗଡିଆ ଗ୍ରାମ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀରୁ ଉଦ୍ଧାର ହେଲା ୬ ଫୁଟ ଲମ୍ବର ଡଲଫିନ ମାଛ । ଆଜି ଗ୍ରାମର କିଛି ଲୋକ ନଦୀ ପାଖକୁ ଗୋଧୋଇବା ପାଇଁ ଯାଇଥିବା ବେଳେ ନଦୀରେ ଏହି ମାଛଟିକୁ ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ ।…

ଡଲ୍‌ଫିନ୍‌ ସହ ଶାରୀରିକ ସମ୍ପର୍କ ରଖିଥିବା ନେଇ ଦାବି କଲେ ମହିଳା, ଅଲଗା ହେବା ପରେ ଜୀବନ ହାରିଥିଲା ଡଲଫିନ୍‌

ଜୀବଜନ୍ତୁମାନେ ଖୁବ୍‌ ସ୍ନେହୀ ହୋଇଥାନ୍ତି। ଏଣୁ ମଣିଷଠାରୁ ଟିକେ ସ୍ନେହ ପାଇଲେ ସେମାନେ ତାଙ୍କ ସହ ନିବିଡ଼ ହୋଇଯାଆନ୍ତି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅନେକ ଦିନ ତଳେ ଜଣେ ଏମିତି ବି ମହିଳା ଥିଲେ, ଯିଏ ଡଲଫିନ୍‌ ସହ ଯୌନ ସମ୍ପର୍କ ରଖିଥିଲେ। ଏକ ରିପୋର୍ଟ ମୁତାବକ, ଉକ୍ତ ମହିଳାଙ୍କ…

ପାରାଦୀପ ସମୁଦ୍ର କୂଳରୁ ଉଦ୍ଧାର ହେଲା ବିରଳ ପ୍ରଜାତି ଷ୍ଟେନେଲା ଡଲଫିନ୍‌ର ମୃତଦେହ

ପାରାଦୀପ(କେନ୍ଯୁଜ୍): ପାରାଦୀପ ସମୁଦ୍ର କୂଳରୁ ଉଦ୍ଧାର ହେଲା ବିରଳ ପ୍ରଜାତି ଷ୍ଟେନେଲା ଡଲଫିନ୍‌ର ମୃତଦେହ। ସାଢେ ୪ଫୁଟ ଲମ୍ବର ଏହି ଡଲଫିନ୍‌ର ଓଜନ ପ୍ରାୟ ୨୦ରୁ ୨୫ କେଜି ମଧ୍ୟରେ ହେବ। ଏହାର ଉପର ଭାଗ କଳା ଚିକ୍‌ ଚିକ୍‌ ଦେଖାଯାଉଥିବାବେଳେ ଏହାର ମୁହଁ ଲମ୍ବା ଥଂଣ୍ଟ ଭଳି ବାହାରିଛି।…

ଏ ହେଉଛି ଦୁନିଆର ସବୁଠାରୁ ଅଜବ ବିବାହ, ଡଲ୍‌ଫିନକୁ ସ୍ୱାମୀ ମାନିଲେ ମହିଳା, ବିବାହ ପୂର୍ବରୁ କରୁଥିଲେ ଡେଟ୍‌

ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ବ୍ରିଟେନର ଜଣେ ଯୁବତୀ ଏକ ନର ଡଲ୍‌ଫିନର ପ୍ରେମରେ ପଡ଼ିଯାଇଥିଲେ। ଏତିକି ନୁହେଁ, ସେ ସାଧାରଣ କପଲ୍‌ଙ୍କ ଭଳି କିଛି ବର୍ଷ ପର୍ଯ୍ୟନ୍ତ ଉକ୍ତ ଡଲ୍‌ଫିନକୁ ଡେଟ୍‌ ମଧ୍ୟ କରିଥିଲେ। ଆଉ ପରେ ପୂରା ରୀତିନୀତିର ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଘଟଣାଟି…

ପୁରୀ ବେଳାଭୂମିରେ ମୃତ ଡଲଫିନ୍‌ ଉଦ୍ଧାର

ପୁରୀ: ପୁରୀ ବେଳାଭୂମି କୂଳରୁ ମୃତ ଡଲଫିନ୍‌ ଉଦ୍ଧାର। ପୁରୀ ଦିଗବାରେଣିଖୁଣ୍ଟି ନିକଟ ବେଳାଭୂମିରୁ ଏକ ମୃତ ଡଲଫିନ ଉଦ୍ଧାର କରାଯାଇଛି। ପାଣିରେ ଭାସି ଭାସି ଆସି କୂଳରେ ଲାଗିଥିଲା। ତେବେ କିପରି ମୃତ୍ୟୁ ହେଲା ତାହା ଜଣାପଡିନି। ମୃତ ଡଲଫିନ୍‌ଟି କେଉଁ ପ୍ରଜାତିର ତାହା ସ୍ପଷ୍ଟ ହୋଇନି।

ଗତ ବର୍ଷକ ମଧ୍ୟରେ ରାଜ୍ୟରେ ଡଲଫିନ୍‌ ସଂଖ୍ୟା ଦୁଇଗୁଣା ଅଧିକ, ୨୩୩ରୁ ପହଁଚିଛି ୫୪୪ ରେ

ଭୁବନେଶ୍ବର: ବର୍ଷକରେ ଡଲଫିନ୍‌ ସଂଖ୍ୟା ଦୁଇଗୁଣା ବଢ଼ିଛି । ଡଲଫିନ୍‌ଙ୍କ ପାଇଁ ଓଡ଼ିଶା ପାଣିପାଗ, ପରିବେଶ ବେଶ ସୁହାଇଛି । ଗତ ବର୍ଷକ ମଧ୍ୟରେ ରାଜ୍ୟରେ ଡଲଫିନ୍‌ ସଂଖ୍ୟା ୨ ଗୁଣରୁ ଅଧିକ ହୋଇଛି । ଏପରିକି ‘ହମ୍ପବ୍ୟାକ୍‌’ ଓ ବଟଲନୋଜ୍‌ ପ୍ରଜାତିର ଡଲଫିନଙ୍କ ସଂଖ୍ୟା ଆଶାତୀତ ବୃଦ୍ଧି ପାଇଛି ।…

ଭଦ୍ରକ ସାଳନ୍ଦି ନଦୀ ତଟବର୍ତ୍ତୀ କୃତ୍ତିବାସପୁର ଗାଁରେ ମାଛଧରା ଜାଲରେ ପଡିଲା ୧୦୦ କିଲୋ ଓଜନର ମୃତ ଡଲଫିନ୍

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅଧିନ ସାଳନ୍ଦି ନଦୀ ତଟବର୍ତ୍ତୀ କୃତ୍ତିବାସପୁର ଗାଁରେ ଜାଲରେ ପଡି ଏକ ମୃତ ଡଲଫିନ୍ ଉଦ୍ଧାର ହୋଇଛି । ଏହାର ଓଜନ ପ୍ରାୟ ଶହେ କିଲୋଗ୍ରାମ ବୋଲି ସୂଚନା ମିଳିଛି । ସାଳନ୍ଦି ନଦୀରେ ଜାଲ ବସାଯାଉଥିବା ବେଳେ ବୁଧବାର ଅପରାହ୍ନରେ…

ଗହୀରମଥା ଓ ଭିତରକନିକାରେ ଚାଲିଛି ଶେଷ ପର୍ଯ୍ୟାୟ ଡଲଫିନ୍‌ ଗଣନା, ୯ଟି ଟିମ୍‌ ସାମିଲ୍

ରାଜନଗର: ଗହୀରମଥା ଓ ଭିତରକନିକାରେ ଚାଲିଛି ଶେଷ ପର୍ଯ୍ୟାୟ ଡଲଫିନ୍‌ ଗଣନା । ୯ଟି ଟିମ୍‌ ଏହି ଗଣନା କାର୍ଯ୍ୟ କରୁଛନ୍ତି । ସମୁଦ୍ର ଓ ନଦୀରେ ଗଣନା କରାଯାଉଛି । ସକାଳ ୬ଟାରୁ ଆରମ୍ଭ ହୋଇ ଦିନ ୧୨ଟା ପର୍ଯ୍ୟନ୍ତ ଗଣନା ଚାଲିବ । ଏନେଇ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ବିକାଶ…

ଗହୀରମଥା ଓ ଭିତରକନିକାରେ ଚାଲିଛି ଡଲଫିନ୍ ଗଣନା, ସାମିଲ୍ ହୋଇଛନ୍ତି ୯ଟି ଟିମ୍‌

ରାଜନଗର: ଗହୀରମଥା ଓ ଭିତରକନିକାରେ ଚାଲିଛି ଡଲଫିନ ଗଣନା । ୯ଟି ଟିମ୍‌ ଗଣନା କାର୍ଯ୍ୟରେ ସାମିଲ ହୋଇଛନ୍ତି । ସମୁଦ୍ର ଓ ନଦୀରେ ଗଣନା କରାଯାଉଛି । ସକାଳ ୬ଟାରୁ ଆରମ୍ଭ ହୋଇ ଦିନ ୧୨ଟା ପର୍ଯ୍ୟନ୍ତ ଗଣନା ଚାଲିବ । ପୂର୍ବରୁ ଗଣନା କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ପାଗ ଖରାପ ଯୋଗୁ ଠିକ୍‌…

ଚିଲିକାରେ ଆଜିଠୁ ପୁଣି ଡଲଫିନ୍‌ ଗଣନା ଆରମ୍ଭ, ନିୟୋଜିତ ହୋଇଛନ୍ତି ୧୮ଟି ଟିମ୍‌

କେନ୍ୟୁଜ୍(ବ୍ୟୁରୋ):  ଚିଲିକାରେ ଆଜିଠୁ ଡଲଫିନ୍‌ ଗଣନା ଆରମ୍ଭ । ଡଲଫିନ ଗଣିବା ପାଇଁ ମୋଟ ୧୮ଟ ଟିମ୍‌ ନିୟୋଜିତ ହୋଇଛନ୍ତି । ସାତପଡା ଚିଲିକାରେ ୮ଟି ଟିମ୍‌ ଓ ବାଲୁଗାଁ, ଟାଙ୍ଗୀ, ରମ୍ଭା, ରେଞ୍ଜରେ ୧୦ଟି ଟିମ୍‌ ଗଣନା ପ୍ରକିୟା ଜାରି ରଖିଛନ୍ତି । ସକାଳ ୬ଟାରୁ ଗଣନା କାର୍ଯ୍ୟ ଆରମ୍ଭ…

ଦୀର୍ଘ ଦଶନ୍ଧି ପରେ ଚିଲିକାର ପାଲୁର୍‌ କେନାଲରେ ଡଲଫିନ୍‌ ଦୃଶ୍ୟମାନ

ଚିଲିକା: ଚିଲିକା ପାଲୁର୍‌ କେନାଲରେ ଡଲଫିନ୍‌ । ଦୀର୍ଘ ଦଶନ୍ଧି ପରେ ଦୃଶ୍ୟମାନେ ହୋଇଛି । ଇଏ ହେଉଛି ସେହି ଡଲଫିନ୍‌ । ପାଣିରେ ଏପଟ ସେପଟ ହେଉଥିବା ବେଳେ ନଜର ଆସିଛି । କୁହାଯାଉଛି, କେନାଲର ଉପମୁଣ୍ଡରେ ଖନ୍ଦା ହଟାଇବା ଓ ଚିଙ୍ଗୁଡ଼ି ଘେରି ସଫା କରିବା ପରେ ଡଲଫିନ୍‌ ପାଲୁର କେନାଲରେ…

ଚିଲିକାରେ ବଢ଼ିଲା ଡଲଫିନ ସଂଖ୍ୟା, ରିପୋର୍ଟ ଦେଲେ ସିଡିଏ କର୍ତ୍ତୃପକ୍ଷ

କେନ୍ୟୁଜ୍(ବ୍ୟୁରୋ):ଚିଲିକାରେ ବଢ଼ିଲା ଡଲଫିନ ସଂଖ୍ୟା ୧୫୦ରୁ ଅଧିକ ଡଲଫିନ ଥିବା ଆକଳନ କରାଯାଉଛି । ସମ୍ପୂର୍ଣ୍ଣ ଡଲଫିନ ଗଣନା ରିପୋର୍ଟ ଆସିନଥିଲେ ମଧ୍ୟ ସଂଖ୍ୟା ବଢ଼ିଥିବା କହିଛନ୍ତି ସିଡିଏ କର୍ତ୍ତୃପକ୍ଷ । ପୂର୍ବରୁ ସାତପଡା ଅଞ୍ଚଳରେ ଡଲଫିନ ଦେଖାଯାଉଥିବା ବେଳେ ଚଳିତବର୍ଷ କାଳିଯାଇ ଓ…