ପୁରୀ: ପୁରୀ ବେଳାଭୂମି କୂଳରୁ ମୃତ ଡଲଫିନ୍ ଉଦ୍ଧାର। ପୁରୀ ଦିଗବାରେଣିଖୁଣ୍ଟି ନିକଟ ବେଳାଭୂମିରୁ ଏକ ମୃତ ଡଲଫିନ ଉଦ୍ଧାର କରାଯାଇଛି। ପାଣିରେ ଭାସି ଭାସି ଆସି କୂଳରେ ଲାଗିଥିଲା।
ତେବେ କିପରି ମୃତ୍ୟୁ ହେଲା ତାହା ଜଣାପଡିନି। ମୃତ ଡଲଫିନ୍ଟି କେଉଁ ପ୍ରଜାତିର ତାହା ସ୍ପଷ୍ଟ ହୋଇନି।