Below header
Browsing Tag

dolphins rescued

୩ଟି ଡଲଫିନଙ୍କ ଜୀବନ ବଞ୍ଚାଇଲେ ତାମିଲନାଡୁର ମତ୍ସ୍ୟଜୀବୀ, IAS ଅଫିସର ସେୟାର କଲେ ଭିଡିଓ

ଭାରତୀୟ ପ୍ରଶାସନିକ ସେବା ଆଇଏଏସ୍ ଅଧିକାରୀ ସୁପ୍ରିୟା ସାହୁ ତାମିଲନାଡୁର ରାମନାଥପୁରମରେ ମତ୍ସ୍ୟଜୀବୀ ମାନଙ୍କର ଏକ ହୃଦୟସ୍ପର୍ଶୀ ଭିଡିଓ ସେୟାର କରିଛନ୍ତି । ଏହି ମତ୍ସ୍ୟଜୀବୀମାନେ ମାଛ ଧରିବା ସମୟରେ ଜାଲରେ ଫସିଯାଇଥିବା ଦୁଇଟି ବିରଳ ପ୍ରଜାତିର ଡଲଫିନକୁ ସମୁଦ୍ରକୁ ଛାଡିଛନ୍ତି ।…

ପୁରୀ ବେଳାଭୂମିରେ ମୃତ ଡଲଫିନ୍‌ ଉଦ୍ଧାର

ପୁରୀ: ପୁରୀ ବେଳାଭୂମି କୂଳରୁ ମୃତ ଡଲଫିନ୍‌ ଉଦ୍ଧାର। ପୁରୀ ଦିଗବାରେଣିଖୁଣ୍ଟି ନିକଟ ବେଳାଭୂମିରୁ ଏକ ମୃତ ଡଲଫିନ ଉଦ୍ଧାର କରାଯାଇଛି। ପାଣିରେ ଭାସି ଭାସି ଆସି କୂଳରେ ଲାଗିଥିଲା। ତେବେ କିପରି ମୃତ୍ୟୁ ହେଲା ତାହା ଜଣାପଡିନି। ମୃତ ଡଲଫିନ୍‌ଟି କେଉଁ ପ୍ରଜାତିର ତାହା ସ୍ପଷ୍ଟ ହୋଇନି।