Browsing Tag

dolphin

ଆଜିଠୁ ଚିଲିକାରେ ଆରମ୍ଭ ହୋଇଛି ଡଲଫିନ୍‌ ଗଣନା, ୧୮ଟି ଟିମ୍‌ର ୧୩୩ ଜଣ ସଦସ୍ୟ କାର୍ଯ୍ୟରେ ନିୟୋଜିତ

ଚିଲିକା (କେନ୍ୟୁଜ୍) : ଚିଲିକାରେ ଆରମ୍ଭ ହୋଇଛି ଡଲଫିନ୍‌ ଗଣନା । ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ୧୮ଟି ଟିମ୍‌ର ୧୩୩ ଜଣ ସଦସ୍ୟ । GPS ଓ ବାଇନାକୁଲର ସାହାଯ୍ୟରେ ଚାଲିଛି ଗଣନା। ଚିଲିକାରେ କେତେ ଡଲଫିନ ଅଛନ୍ତି ସେନେଇ ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ଚାଲିବ ଗଣନା। ଭିତରକନିକାରେ…

ଚାନ୍ଦିପୁର ଉପକୂଳରୁ ବଡ଼ ଡଲଫିନର ମୃତଦେହ ଉଦ୍ଧାର

ବାଲେଶ୍ୱର(କେନ୍ୟୁଜ୍): ବାଲେଶ୍ୱର ଚାନ୍ଦିପୁର ଉପକୂଳରେ ଏକ ବଡ଼ ଡଲଫିନର ମୃତଦେହ ଉଦ୍ଧାର । ଏହାର ଓଜନ ଏକ କ୍ୱିଣ୍ଟାଲରୁ ଅଧିକ ହୋଇଥିବା ଜଣାପଡ଼ିଛି । ଗଭୀର ସମୁଦ୍ରରେ ବଡ଼ ଜାହାଜ କିମ୍ବା ବୋଟରେ ମାଡ଼ ହୋଇ ଡଲଫିନର ମୃତ୍ୟୁ ହେବା ପରେ ଏହା ଭାସି ଚାନ୍ଦିପୁର କୂଳରେ ଲାଗିଥିବା ଆଶଙ୍କା କରାଯାଉଛି…