ଚାନ୍ଦିପୁର ଉପକୂଳରୁ ବଡ଼ ଡଲଫିନର ମୃତଦେହ ଉଦ୍ଧାର

ବାଲେଶ୍ୱର(କେନ୍ୟୁଜ୍): ବାଲେଶ୍ୱର ଚାନ୍ଦିପୁର ଉପକୂଳରେ ଏକ ବଡ଼ ଡଲଫିନର ମୃତଦେହ ଉଦ୍ଧାର । ଏହାର ଓଜନ ଏକ କ୍ୱିଣ୍ଟାଲରୁ ଅଧିକ ହୋଇଥିବା ଜଣାପଡ଼ିଛି । ଗଭୀର ସମୁଦ୍ରରେ ବଡ଼ ଜାହାଜ କିମ୍ବା ବୋଟରେ ମାଡ଼ ହୋଇ ଡଲଫିନର ମୃତ୍ୟୁ ହେବା ପରେ ଏହା ଭାସି ଚାନ୍ଦିପୁର କୂଳରେ ଲାଗିଥିବା ଆଶଙ୍କା କରାଯାଉଛି । ଡଲଫିନର ପେଟରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ଏହାକୁ ଦେଖିବାକୁ ଅନେକ ଲୋକଙ୍କ ଭିଡ଼ ଜମୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.