Below header

ଆଜିଠୁ ଚିଲିକାରେ ଆରମ୍ଭ ହୋଇଛି ଡଲଫିନ୍‌ ଗଣନା, ୧୮ଟି ଟିମ୍‌ର ୧୩୩ ଜଣ ସଦସ୍ୟ କାର୍ଯ୍ୟରେ ନିୟୋଜିତ

ଚିଲିକା (କେନ୍ୟୁଜ୍) : ଚିଲିକାରେ ଆରମ୍ଭ ହୋଇଛି ଡଲଫିନ୍‌ ଗଣନା । ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ୧୮ଟି ଟିମ୍‌ର ୧୩୩ ଜଣ ସଦସ୍ୟ । GPS ଓ ବାଇନାକୁଲର ସାହାଯ୍ୟରେ ଚାଲିଛି ଗଣନା। ଚିଲିକାରେ କେତେ ଡଲଫିନ ଅଛନ୍ତି ସେନେଇ ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ଚାଲିବ ଗଣନା। ଭିତରକନିକାରେ ମଧ୍ୟ ଡଲ୍‌ଫିନ ଗଣନା ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.