ବନ୍ଧୁକ ଦେଖାଇ ଲୁଟ୍, ୩ ଜଣ ଦୁର୍ବୃତ୍ତ ଆସି ଯୁବକଙ୍କ ବେକରୁ ଲୁଟିନେଲେ ସୁନା ଚେନ୍‌

ଜଗତସିଂହପୁର (କେନ୍ୟୁଜ୍) : କୁଜଙ୍ଗ ଥାନା ବାଲିତୁଠ ଡାକ୍ତରଖାନା ଛକ ନିକଟରୁ ଲୁଟ୍ । ମୁଖା ପିନ୍ଧା ୩ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ଯୁବକଙ୍କ ବେକରୁ ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଚେନ୍ । ଏହା ସହ ବନ୍ଧୁକରେ ଯୁବକଙ୍କ ମୁଣ୍ଡରେ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.