Below header
Browsing Tag

pila chora

ଢେଙ୍କାନାଳ କଣ୍ଟାନାଳି ବସ୍ତି ଅଞ୍ଚଳରେ ୩ ବର୍ଷର ଝିଅକୁ ଚୋରି ଉଦ୍ୟମ ଅଭିଯୋଗ, ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପୋଲିସକୁ…

ଢେଙ୍କାନାଳ: ଢେଙ୍କାନାଳ ଟାଉନ ଥାନା କଣ୍ଟାନାଳି ବସ୍ତି ଅଞ୍ଚଳରେ ପିଲା ଚୋର ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ସ୍ଥାନୀୟ ବାସିନ୍ଦା ଅଟକ ରଖି ଟାଉନ୍‌ ପୋଲିସକୁ ହସ୍ତାନ୍ତର କରିଛନ୍ତି। ବିଚିତ୍ର ଦେହୁରୀଙ୍କ ଘରେ ପଶି ତାଙ୍କର ୩ ବର୍ଷର ଝିଅକୁ ଚୋରି ଉଦ୍ୟମ ଅଭିଯୋଗ ହୋଇଛି। ଏହି ସମୟରେ ବାପା,…

ଯାଜପୁର ବିରିପେଟା ଗାଁରେ ପିଲାଚୋର ସନ୍ଦେହରେ ଦୁଇ ଅଟକ

ଯାଜପୁର: ପିଲା ଚୋର ସନ୍ଦେହରେ ଦୁଇ ଅଟକ। ଯାଜପୁର ମଙ୍ଗଳପୁର ଥାନା ବିରିପେଟା ଗାଁରେ ପିଲାଚୋର ବୁଲୁଥିବା ସନ୍ଦେହରେ ୨ଜଣ ଯୁବକଙ୍କୁ ଅଟକ ରଖିଲେ ଗ୍ରାମବାସୀ। ଏହି ଦୁଇ ଜଣ ଗାଁରେ ବୁଲୁଥିବାବେଳେ ଲୋକେ ସନ୍ଦେହରେ ପଚରାଉଚରା କରିଥିଲେ। ପଚରାଉଚରା କରିବାରୁ ଦୁଇ ଜଣ ଦୌଡି ପଳାଇଥିଲେ।…

ଚୌଦ୍ୱାର ନେଳିଗ୍ରାମରେ ପିଲା ଚୋରକୁ କାବୁ କଲେ ଗ୍ରାମବାସୀ, ଦେଲେ ଉତ୍ତମ ମଧ୍ଯମ

ଚୌଦ୍ୱାର: କଟକ ଚୌଦ୍ୱାର ଥାନା ଅନ୍ତର୍ଗତ ଶାଳଗାଁ ପଚାଂୟତର ନେଳିଗ୍ରାମରେ ଗତକାଲି ରାତିରେ ପିଲା ଚୋରକୁ କାବୁ କଲେ ଲେୋକେ । ଗ୍ରାମର ରବିନାରାୟଣ ମହାନ୍ତିଙ୍କ ନାବାଳକ ପୁଅ ଅମରଜିତ ମହାନ୍ତି ଗାଁ ରାସ୍ତାରେ ନିଜ ଘରକୁ ଯାଉଥିବା ବେଳେ ଏକ ବୁଦା ଭିତରୁ ଜଣେ ବୃଦ୍ଧ ବ୍ୟକ୍ତି ବାହାରି…