Below header

ବଲାଙ୍ଗିର: ରେଳ ଧାରଣା ଉପରୁ ମିଳିଲା ଯୁବକ-ଯୁବତୀଙ୍କ ବିଖଣ୍ଡିତ ମୃତଦେହ, ରେଳବାଇ ପୋଲିସର ତଦନ୍ତ ଜାରି

ବଲାଙ୍ଗିର : ରେଳ ଧାରଣା ଉପରୁ ମିଳିଲା ଯୁବକ,ଯୁବତୀଙ୍କ ବିଖଣ୍ଡିତ ମୃତଦେହ । ବଲାଙ୍ଗିର ମାଧିଆପାଳି ରେଳ ଧାରଣାରୁ ମୃତଦେହ ଉଦ୍ଧାର କରାଯାଇଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ରେଳବାଇ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.