କଟକ ପାଗା ହାଟରେ ଅଗ୍ନିକାଣ୍ଡ, ୪୦ରୁ ଅଧିକ ବଖରା ଘର ଭସ୍ମୀଭୂତ

କଟକ: ଅଗ୍ନିକାଣ୍ଡ ଘଟି ୪୦ରୁ ଅଧିକ ବଖରା ଘର ଭସ୍ମୀଭୂତ। କଟକ ଜିଲ୍ଲା ପାଗା ହାଟରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ୪୦ରୁ ଅଧିକ ବଖରା ଘର ପୋଡିଯାଇଛି। ଘଟଣାସ୍ଥଳରେ ସାଲେପୁର ଦମକଳ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଦୋକାନୀ ମାଲିକଙ୍କୁ ସରକାରୀ ସହାୟତା ମିଳିବା ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି। ଗତ ୫ ବର୍ଷ ତଳେ ଏପରି ଏକ ଅଗ୍ନିକାଣ୍ଡ ଘଟି ହାଟରେ ଘର ପୋଡିଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.