Below header

ବିଶ୍ରା ମହିପାଣି ନିକଟରେ ରେଳ ଧାରଣା ପାର୍‌ ହେଉଥିବାବେଳେ ଟ୍ରେନ୍‌ ଧକ୍କାରେ ୨ ହାତୀ ମୃତ

କେନ୍ଯୁଜ୍: ଟ୍ରେନ୍‌ ଧକ୍କାରେ ୨ ହାତୀ ମୃତ। ବିଳମ୍ବିତ ରାତିରେ ରେଳ ଧାରଣା ପାର୍‌ ହେଉଥିବାବେଳେ ଚଢିଗଲା ମାଲବାହୀ ଟ୍ରେନ୍‌। ବିଶ୍ରା ମହିପାଣି ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

ରେଳ ଧାରଣାର ଉଭୟ ପାର୍ଶ୍ୱରେ ପଡ଼ିରହିଛି ହାତୀ ୨ଟିର ଖଣ୍ଡବିଖଣ୍ଡିତ ମୃତଦେହ। ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.