Below header

ତାଳଚେର: ଇଟାଭାଟିରେ ଅଘଟଣ, ବିଦ୍ୟୁତ୍ ଆଘାତରେ ୨ ମୃତ

ତାଳଚେର(କେନ୍ୟୁଜ୍) : ଇଟାଭାଟିରେ ଅଘଟଣ । ବିଦ୍ୟୁତ୍ ଆଘାତରେ ୨ ମୃତ। ତାଳଚେର ଗୋଡିବନ୍ଧ ହରିହରପୁର ଇଟାଭାଟିରେ କାମ କରୁଥିବା ବେଳେ ବିଦ୍ୟୁତ୍‌ ଆଘାତରେ ଆସିଥିଲେ। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ୨ଜଣଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ହେଲେ ହରିହରପୁର ଗାଁର ଅନନ୍ତ ଚରଣ ସାହୁ, ଓ ମଞ୍ଜରୀ ମଞ୍ଜ । ତାଳଚେର ପୋଲିସ୍‌ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.