Below header

ନବରଙ୍ଗପୁର: ଝରିଗାଁ ମଇନାପଦର ଗାଁରେ ଅଘଟଣ, ମକାବାଡ଼ରେ ନିଆଁ ଲାଗି ଦୁଇ ଭଉଣୀଙ୍କ ମୃତ୍ୟୁ

ଉମରକୋଟ(କେନ୍ୟୁଜ୍): ମକାବାଡ଼ରେ ନିଆଁ ଲାଗିଗଲା। ଫସି ଗଲେ ଦୁଇ ଭଉଣୀ। ମୃତ୍ୟୁ ମୁଖରୁ ମୁକୁଳିପାରିଲେନି। ଉଭୟଙ୍କ ବୟସ ୪ ବର୍ଷ। ଏପରି ଅଭାବନୀୟ ଘଟଣା ଘଟିଛି, ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ମଇନାପଦର ଗାଁରେ। ଦୁଇ ଭଉଣୀଙ୍କ ନାଁ ସୁଜାତା ଓ ଏଲିନା। ଗାଁର ଦୁଇ ଭାଇ, ପବିତ୍ର ସାନ୍ତା ଓ ସାମସଂ ସାନ୍ତାଙ୍କ ଦୁଇ ଝିଅ ନିଜର ମକାବଡ଼ାକୁ ବୁଲିବାକୁ ଯାଇଥିଲେ। ହଠାତ ନିଆଁ ଲାଗିଯିବାରୁ ଦୁଇ କୁନି ଝିଅ ବାହାରକୁ ଆସି ପାରିଲେ ନାହିଁ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.