Below header

୨ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ, ସଂଗଠନରେ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ

ଦୁଇ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ । ଦକ୍ଷିଣାଞ୍ଚଳ IG ଜୟ ନାରାୟଣ ପଙ୍କଜଙ୍କ ନିକଟରେ ଦୁଇ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନେ ହେଲେ KKBNର ପାର୍ଟି ମେମ୍ବର ମନୀଷା ଥାଟି ଓ ଚମ୍ପା କୋରମ୍ । ୨୦୧୮ରୁ ଦୁଇ ଜଣ ମାଓ ସଂଗଠନରେ ସକ୍ରିୟ ଥିଲେ ।

ଭୁବନେଶ୍ୱର (କେନ୍ୟୁଜ): ଦୁଇ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ । ଦକ୍ଷିଣାଞ୍ଚଳ IG ଜୟ ନାରାୟଣ ପଙ୍କଜଙ୍କ ନିକଟରେ ଦୁଇ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନେ ହେଲେ KKBNର ପାର୍ଟି ମେମ୍ବର ମନୀଷା ଥାଟି ଓ ଚମ୍ପା କୋରମ୍ । ୨୦୧୮ରୁ ଦୁଇ ଜଣ ମାଓ ସଂଗଠନରେ ସକ୍ରିୟ ଥିଲେ । ଏମାନେ ଛତିଶଗଡ଼ ବିଜାପୁର ଅଞ୍ଚଳର ବୋଲି ସୂଚନା ମିଳିଛି । ଯୌନ ନିର୍ଯାତନା ଅଭିଯୋଗ ଆଣି ଦୁଇ ଜଣ ଆତ୍ମସମର୍ପଣ କରିଥିବା କହିଛନ୍ତି । ବିଗତ ୫ ବର୍ଷ ହେବ ଦୁହେଁ ସକ୍ରିୟ ଥିଲେ । ଉଭୟ ଛତିଶଗଡ ଏବଂ ଓଡିଶା ରାଜ୍ୟରେ ଅନେକ ହିଂସା ଘଟଣାରେ ଜଡିତ ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.