Below header
Browsing Tag

woman maoist

୨ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ, ସଂଗଠନରେ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ

ଭୁବନେଶ୍ୱର (କେନ୍ୟୁଜ): ଦୁଇ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ । ଦକ୍ଷିଣାଞ୍ଚଳ IG ଜୟ ନାରାୟଣ ପଙ୍କଜଙ୍କ ନିକଟରେ ଦୁଇ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନେ ହେଲେ KKBNର ପାର୍ଟି ମେମ୍ବର ମନୀଷା ଥାଟି ଓ ଚମ୍ପା କୋରମ୍ । ୨୦୧୮ରୁ ଦୁଇ ଜଣ ମାଓ ସଂଗଠନରେ ସକ୍ରିୟ ଥିଲେ । ଏମାନେ…

ଆତ୍ମସମର୍ପଣ କଲେ ୪ଲକ୍ଷ ଟଙ୍କାର ପୁରସ୍କାର ଥିବା ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ତୁଳସୀ ଉଲାକା

କୋରାପୁଟ: ମହିଳା ମାଓବାଦୀ ଆତ୍ମସମର୍ପଣ । ନାରାୟଣପାଟଣା ଏରିଆ କମିଟି ସଦସ୍ୟ ଦୁର୍ଦ୍ଦାନ୍ତ ମାଓବାଦୀ ସଙ୍ଗୀତା ଓରଫ ତୁଳସୀ ଉଲାକା ଆତ୍ମସମର୍ପଣ କରିଥିବା ଜଣାପଡିଛି । କୋରାପୁଟ ଏସପି ମୁକେଶ କୁମାର ଭାମୁଙ୍କ ନିକଟରେ ସେ ଆତ୍ମସମର୍ପଣ କରିଥିବା ନେଇ ସୂଚନା ମିଳିଛି । ତେବେ ଦୀର୍ଘ ଦିନ ହେବ…