Below header

ଆତ୍ମସମର୍ପଣ କଲେ ୪ଲକ୍ଷ ଟଙ୍କାର ପୁରସ୍କାର ଥିବା ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ତୁଳସୀ ଉଲାକା

କୋରାପୁଟ: ମହିଳା ମାଓବାଦୀ ଆତ୍ମସମର୍ପଣ । ନାରାୟଣପାଟଣା ଏରିଆ କମିଟି ସଦସ୍ୟ ଦୁର୍ଦ୍ଦାନ୍ତ ମାଓବାଦୀ ସଙ୍ଗୀତା ଓରଫ ତୁଳସୀ ଉଲାକା ଆତ୍ମସମର୍ପଣ କରିଥିବା ଜଣାପଡିଛି । କୋରାପୁଟ ଏସପି ମୁକେଶ କୁମାର ଭାମୁଙ୍କ ନିକଟରେ ସେ ଆତ୍ମସମର୍ପଣ କରିଥିବା ନେଇ ସୂଚନା ମିଳିଛି । ତେବେ ଦୀର୍ଘ ଦିନ ହେବ ସଙ୍ଗୀତାକୁ ଖୋଜାଚାଲିଥିବାବେଳେ ତା ନାରେ ୪ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.