Below header
Browsing Tag

Maoist surrender

କନ୍ଧମାଳ ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲେ ଛତିଶଗଡ଼ର ମାଓବାଦୀ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲେ ଛତିଶଗଡ଼ର ମାଓବାଦୀ । ତାଙ୍କ ନାଁ ଅଶୋକ ପୁନେ ଓ ଘର ଛତିଶଗଡ଼ର ବିଜାପୁର ଜିଲ୍ଲାରେ । ୬ ବର୍ଷ ଧରି ଓଡ଼ିଶାର କେକେବିଏନ୍‌ ମାଓବାଦୀ ସଂଗଠନରେ ସାମିଲ ଥିଲେ । ବିଭିନ୍ନ ମାଓ ହିଂସାକାଣ୍ଡରେ ତାଙ୍କର ସଂପୃକ୍ତି ଥିଲା ।…

ଆତ୍ମସମର୍ପଣ କଲେ ୪ଲକ୍ଷ ଟଙ୍କାର ପୁରସ୍କାର ଥିବା ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ତୁଳସୀ ଉଲାକା

କୋରାପୁଟ: ମହିଳା ମାଓବାଦୀ ଆତ୍ମସମର୍ପଣ । ନାରାୟଣପାଟଣା ଏରିଆ କମିଟି ସଦସ୍ୟ ଦୁର୍ଦ୍ଦାନ୍ତ ମାଓବାଦୀ ସଙ୍ଗୀତା ଓରଫ ତୁଳସୀ ଉଲାକା ଆତ୍ମସମର୍ପଣ କରିଥିବା ଜଣାପଡିଛି । କୋରାପୁଟ ଏସପି ମୁକେଶ କୁମାର ଭାମୁଙ୍କ ନିକଟରେ ସେ ଆତ୍ମସମର୍ପଣ କରିଥିବା ନେଇ ସୂଚନା ମିଳିଛି । ତେବେ ଦୀର୍ଘ ଦିନ ହେବ…

ସୁକ୍‌ମା SDPOଙ୍କ ନିକଟରେ ଆତ୍ମସମର୍ପଣ କଲେ ୩ ହାର୍ଡକୋର୍‌ ମାଓବାଦୀ

ଛତିଶଗଡ଼(କେନ୍ଯୁଜ୍): ଆତ୍ମସମର୍ପଣ କଲେ ୩ ହାର୍ଡକୋର୍‌ ମାଓବାଦୀ। ଛତିଶଗଡ଼ ସୁକମା ଦୋରଣାପାଲ ଥାନା ଅନ୍ତର୍ଗତ ଜୟପାରାରୁ ୩ଜଣ ହାର୍ଡକୋର ମାଓବାଦୀ ସୁକ୍‌ମା SDPO ଅଖିଲେଶ କୌଶିକଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି। ଏହି ୩ଜଣ ହେଲେ DKMS ମାଓ ସଙ୍ଗଠନର ଦ୍ୟକ୍ଷ ମଡକମ ସିଙ୍ଗା, ମିଲେସିଆ…

ମାଲକାନଗିରି : ଆତ୍ମସମର୍ପଣ କଲେ ୨ ମହିଳା ମାଓବାଦୀ

ମାଲକାନଗିରି : ମାଓ ସଂଗଠନକୁ ଧକ୍କା । ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୨ ମହିଳା ମାଓବାଦୀ । ଦୁଇ ମହିଳା ମାଓବାଦୀ ହେଲେ ମାଡ଼ି ସୁକାନ୍ତି ଓ କୌଶଲ୍ୟା ଖିଲ । ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ନିକଟରେ ଉଭୟ ଆତ୍ମସମର୍ପଣ କରିଛନ୍ତି । ମାଲକାନଗିରି ଜିଲ୍ଲାର ବିଭିନ୍ନ…

ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କଲେ ମହିଳା ମାଓବାଦୀ ଇଡେ ମାଢି

ମାଲକାନଗିରି(କେନ୍ୟୁଜ୍) : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ। ମାଲକାନଗିରି ଏସ୍‌ପିଙ୍କ ନିକଟରେ ଜଣେ ମହିଳା କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାଁ ଇଡେ ମାଢି ଓରଫ ଯିବନି। ସେ ପଡିଆ ଦଲମର ସଦସ୍ୟ ଥିଲେ। ତାଙ୍କୁ ଧରାଇ ଦେବା ପାଇଁ ରାଜ୍ୟ ସରକାର ଲକ୍ଷେ ଟଙ୍କା ପୁରସ୍କାର…