Below header

ମାଲକାନଗିରି : ଆତ୍ମସମର୍ପଣ କଲେ ୨ ମହିଳା ମାଓବାଦୀ

ମାଲକାନଗିରି : ମାଓ ସଂଗଠନକୁ ଧକ୍କା । ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୨ ମହିଳା ମାଓବାଦୀ । ଦୁଇ ମହିଳା ମାଓବାଦୀ ହେଲେ ମାଡ଼ି ସୁକାନ୍ତି ଓ କୌଶଲ୍ୟା ଖିଲ । ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ନିକଟରେ ଉଭୟ ଆତ୍ମସମର୍ପଣ କରିଛନ୍ତି । ମାଲକାନଗିରି ଜିଲ୍ଲାର ବିଭିନ୍ନ ମାଓ ହିଂସାକାଣ୍ଡରେ ଉଭୟଙ୍କ ସମ୍ପୃକ୍ତି ରହିଛି । ତେବେ ସରକାରୀ ନିୟମ ଅନୁଯାୟୀ ଆତ୍ମସମର୍ପଣ କରିଥିବାରୁ ଉଭୟଙ୍କୁ ସହାୟତା ରାଶି ପ୍ରଦାନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.