କୋରାପୁଟ ଚିନାକିମିଡ଼ିଭଦ୍ରା ଗାଁରେ ବଜ୍ରପାତରେ ଦୁଇ ମହିଳା ମୃତ

କେନ୍ୟୁଜ୍ : କୋରାପୁଟ ଜିଲ୍ଲା ଲଙ୍ଗଳବେଡ଼ା ପଞ୍ଚାୟତର ଚିନାକିମିଡ଼ିଭଦ୍ରା ଗାଁରେ ବଜ୍ରପାତରେ ଗତକାଲି ଦୁଇ ମହିଳାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଚାଷ ଜମିରୁ କାମ ସାରି ଘରକୁ ଫେରୁଥିବା ବେଳେ ବଜ୍ରପାତ ହୋଇଥିଲା । ତେବେ ଏହି ଦୁଇ ମହିଳା ସଂପର୍କରେ ଦୁଇ ଯାଆ । ଅନ୍ୟପଟେ ଏହି ଘଟଣାରେ ଏକ ତିନି ମାସର ଶିଶୁପୁତ୍ର ସହିତ ଆଉ ଦୁଇ ଜଣ ମହିଳା ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.