Below header

ବଲାଙ୍ଗିର: ମନ୍ଦିରରୁ ଫେରୁଥିବାବେଳେ ଦୁଇ ମହିଳାଙ୍କ ଉପରେ ମାଡ଼ିଗଲା ପିକ ଅପ୍‌ ଭ୍ୟାନ

ବଲାଙ୍ଗିର(କେନ୍ୟୁଜ୍):  ଦୁଇ ମହିଳାଙ୍କ ଉପରେ ମାଡ଼ିଗଲା ପିକ ଅପ୍‌ ଭ୍ୟାନ। ଦୁର୍ଘଟଣାରେ ଜଣେ ମହିଳା ମୃତ, ଜଣେ ଗୁରୁତର। ମୃତକ ହେଲେ ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ପଡାର ପ୍ରମିଳା ମହାପାତ୍ର। ଗୁରୁତର ଉଷା ସିଂଙ୍କୁ ବଲାଙ୍ଗୀର ବିବିଏମସିଏଚରେ ଭର୍ତ୍ତି କରାଯାଇଛି। ଦୁଇ ମହିଳା ସକାଳୁ ମନ୍ଦିରରୁ ଫେରୁଥିବାବେଳେ ଦୁର୍ଘଟଣା ଘଟିଛି। ଡ୍ରାଇଭରକୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି ବଲାଙ୍ଗୀର ଟାଉନ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.