Below header

ବିଜେଡିରେ ଯୋଗ ଦେଲେ ଉତ୍କଳ କେଶରୀ ପରିଡ଼ା

ଭୁବନେଶ୍ବର : ବିଜେଡିରେ ଯୋଗ ଦେଲେ ବରିଷ୍ଠ ବିଜେପି ନେତା ଉତ୍କଳ କେଶରୀ ପରିଡ଼ା । ନିଜର ଶତାଧିକ ସମର୍ଥକଙ୍କ ସହ ନବୀନ ନିବାସରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶଙ୍ଖ ଫୁଙ୍କିଛନ୍ତି। ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଉତ୍କଳ ପରିଡ଼ା ଓଡିଶା ଗଣ ପରିଷଦ ଟିକେଟରେ କେନ୍ଦ୍ରାପଡ଼ାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବିଜେଡିରେ ଉତ୍କଳଙ୍କ ମିଶ୍ରଣ ଦ୍ୱାରା ଦଳ ମଜଭୁତ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ନବୀନ ନିବାସରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପାରାଦୀପ ବରିଷ୍ଠ କଂଗ୍ରେସ ନେତା ପ୍ରମୋଦ ଜେନାଙ୍କ ସହ ସହ ଅନେକ ନେତା ଓ ସମର୍ଥକ ଯୋଗ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.