ପୁଣି ଜଣେ GRSଙ୍କ ଘରେ ଭିଜିଲାନ୍ସ ଛାପା, ଆୟ ବହର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଚାଲିଛି ରେଡ୍

ଭୁବନେଶ୍ବର(କେନ୍ୟୁଜ୍):  ଆୟ ବହର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କଳାରାହାଙ୍ଗ ଗ୍ରାମପଞ୍ଚାୟତର GRS ବାବୁଲି ଚରଣ ପଡ଼ିହାରିଙ୍କ ଘରେ ଭିଜିଲାନ୍ସ ରେଡ଼ । ଏକକାଳୀନ ୬ ଟି ଜାଗାରେ ଚଢାଉ କରୁଛି ଭିଜିଲାନ୍ସ ଟିମ । କଳାରାହାଙ୍ଗ ଅଫିସ, ପୈତୃକ ଘର, ମାଉସୀମା ମନ୍ଦିର ପାଖରେ ଥିବା ୩ ମହଲା କୋଠା, ରଘୁନାଥପୁର ରେ ଦୁଇ ତାଲା କୋଠା ସମେତ ରଘୁନାଥପୁରର ଏକ ପ୍ଲଟରେ ଚଢାଉ । ଏହି ଚଢାଉରେ ସାମିଲ ଅଛନ୍ତି ୩ ଜଣ ଡ଼ିଏସପିଓ ୧୦ ଜଣ ଇନସ୍ପେକ୍ଟର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.