Below header

ଭିଜିଲାନ୍ସ ଜାଲରେ କଳାହାଣ୍ଡି ରିଞ୍ଜା ସରପଞ୍ଚ, ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ

କଳାହାଣ୍ଡି(କେନ୍ୟୁଜ୍) : ଭିଜିଲାନ୍ସ ଜାଲରେ କଳାହାଣ୍ଡି କର୍ଲାମୁଣ୍ଡା ବ୍ଲକ୍‌ ରିଞ୍ଜା ସରପଞ୍ଚ ଭୋଜବନ୍ତୀ ସାହୁ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଛି । ଏକକାଳୀନ ୪ଟି ସ୍ଥାନରେ ରେଡ୍‌ କରାଯାଉଛି । ଟାକୁରମାଳ ସ୍ଥିତ ବାସଭବନ କୁଶୁୁରୁଲା ସ୍ଥିତ ପୈତୃକ ଘର ସହ ୪ଟି ସ୍ଥାନରେ ଚଢାଉ ହୋଇଛି । ଚଢାଉ ବେଳେ ଗୋଟିଏ କାର, ୨ଟି ବାଇକ୍‌, ତିନିଟି ଟ୍ରାକ୍ଟର ଜବତ ହୋଇଛି । କୋରାପୁଟ ଡିଭିଜନ ଡିଏସ୍‌ପିଙ୍କ ନିର୍ଦ୍ଦେଶରେ ଚଢାଉ କରି ତଦନ୍ତ ଚାଲିଛି ବୋଲି କଳାହାଣ୍ଡି ଭିଜିଲାନ୍ସ ଡିଏସ୍‌ପି ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.