Below header

ବିଜେଡିରେ ଯୋଗଦାନ ପରେ ମା’ ତାରାତାରିଣୀଙ୍କ ପୀଠରେ ପୂଜାର୍ଚ୍ଚନା କଲେ ଭି କେ ପାଣ୍ଡିଆନ

ବିଜେଡିରେ ଯୋଗଦାନ ପରେ ଭି କେ ପାଣ୍ଡିଆନ ଆଜି ଅପରାହ୍ନ ରେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୁରୁଷୋତ୍ତମପୁର ବ୍ଲକ ଅଧୀନରେ ଥିବା ମା' ତାରାତାରିଣୀ ଙ୍କ ପୀଠ ଆସି ମା'ଙ୍କ ସ୍ୱତନ୍ତ୍ର ପୂଜାର୍ଚନା କରି ମା'ଙ୍କ ଆଶୀର୍ବାଦ ନେଇଛନ୍ତି l

ବିଜେଡିରେ ଯୋଗଦାନ ପରେ ଭି କେ ପାଣ୍ଡିଆନ ଆଜି ଅପରାହ୍ନ ରେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୁରୁଷୋତ୍ତମପୁର ବ୍ଲକ ଅଧୀନରେ ଥିବା ମା’ ତାରାତାରିଣୀଙ୍କ ପୀଠ ଆସି ମା’ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରି ମା’ଙ୍କ ଆଶୀର୍ବାଦ ନେଇଛନ୍ତି l ଏହି ଅବସରରେ ମନ୍ଦିର ପ୍ରାଙ୍ଗଣରେ ଉପସ୍ଥିତ ଜିଲ୍ଲାର ବିଧାୟକ, ବିଧାୟିକା, ସାଂସଦ ଓ ବିଜେଡିର ବହୁ ନେତା ପାଣ୍ଡିଆନଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ l ସମସ୍ତଙ୍କ ଗହଣରେ ବସି ପାଣ୍ଡିଆନ ଜୟ ତାରାତାରିଣୀ କହି ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.