Browsing Tag

vk pandian

ଅସହାୟ ମହିଳାଙ୍କ ଦୁଃଖ ଶୁଣିଲେ 5T ସଚିବ, ସଙ୍ଗେ ସଙ୍ଗେ ସାହାଯ୍ୟର ହାତ ବଢ଼ାଇଲେ ଭି କେ ପାଣ୍ଡିଆନ୍

ଚର୍ଚ୍ଚାରେ 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ । ସବୁବେଳେ ସବୁ ସମୟରେ ନିଜର ବଦାନ୍ୟତା ପାଇଁ ଚର୍ଚ୍ଚାରେ ରହିଥାନ୍ତି 5T ସଚିବ । ନିକଟରେ ତାଙ୍କ ବଦାନ୍ୟତାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି । ଗତ କାଲି ଭଦ୍ରକ ଗସ୍ତରେ ଥିବାବେଳେ ଜଣେ ମହିଳାଙ୍କୁ ସାହାଯ୍ୟ କରି ବେଶ୍‌ ଚର୍ଚ୍ଚାରେ ଅଛନ୍ତି…

୨୦୨୪ରେ ନିର୍ବାଚନ ଲଢ଼ିବେନି ପାଣ୍ଡିଆନ, ସୂଚନା ଦେଲେ ବିଜେଡି ନେତା ଦେବୀ ମିଶ୍ର

ଭୁବନେଶ୍ୱର (କେନ୍ୟୁଜ): ନିର୍ବାଚନ ଲଢ଼ିବେନି ବିଜେଡିର ଚର୍ଚ୍ଚିତ ଚେହେରା ଭି କାର୍ତ୍ତିକେୟନ ପାଣ୍ଡିଆନ। ସେ ୨୦୨୪ରେ ନିର୍ବାଚନ ଲଢ଼ିବେନି ବୋଲି ସୂଚନା ଦେଇଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର। ଦେବୀ ମିଶ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର…

ବିଜେଡିରେ ଯୋଗଦାନ ପରେ ମା’ ତାରାତାରିଣୀଙ୍କ ପୀଠରେ ପୂଜାର୍ଚ୍ଚନା କଲେ ଭି କେ ପାଣ୍ଡିଆନ

ବିଜେଡିରେ ଯୋଗଦାନ ପରେ ଭି କେ ପାଣ୍ଡିଆନ ଆଜି ଅପରାହ୍ନ ରେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୁରୁଷୋତ୍ତମପୁର ବ୍ଲକ ଅଧୀନରେ ଥିବା ମା' ତାରାତାରିଣୀଙ୍କ ପୀଠ ଆସି ମା'ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରି ମା'ଙ୍କ ଆଶୀର୍ବାଦ ନେଇଛନ୍ତି l ଏହି ଅବସରରେ ମନ୍ଦିର ପ୍ରାଙ୍ଗଣରେ ଉପସ୍ଥିତ ଜିଲ୍ଲାର…

ରାଜ୍ୟ ରାଜନୀତିରେ ନୂଆ ଫର୍ଦ୍ଦ, ବିଜେଡ଼ିରେ ଯୋଗଦେଲେ ଭିକେ ପାଣ୍ଡିଆନ୍

ଭୁବନେଶ୍ୱର (କେନ୍ୟୁଜ): ବିଜେଡିରେ ଯୋଗଦେଲେ ଭି.କେ.ପାଣ୍ଡିଆନ। ସକାଳ ୧୦ଟା ୧୫ରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନବୀନ ନିବାସରେ ବିଜେଡିରେ ଯୋଗ ଦେଇଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ।ଏହାପରେ ନବୀନ ନିବାସରୁ ଶଙ୍ଖ ଭବନ ଯିବେ ଭି.କେ.ପାଣ୍ଡିଆନ। ସେଠାରେ ତାଙ୍କୁ ଭବ୍ୟ…

ନୂଆ ବର୍ଷରେ ମେଟ୍ରୋ ପ୍ରକଳ୍ପର ହେବ ଶିଳାନ୍ୟାସ, ସୂଚନା ଦେଲେ ଭିକେ ପାଣ୍ଡିଆନ

କେନ୍ୟୁଜ୍(ବ୍ୟୁରୋ): ନୂଆବର୍ଷ ପହିଲାରେ ମେଟ୍ରୋ ରେଲୱେ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୋରରୁ ତ୍ରିଶୂଳିଆରେ ପହଞ୍ଚି ଭୁବନେଶ୍ବର- କଟକ ମେଟ୍ରୋ ପ୍ରକଳ୍ପର ସମୀକ୍ଷା କଲେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ତ୍ରିଶୂଳିଆରେ ପ୍ରସ୍ତାବିତ ମେଟ୍ରୋ ରେଳ ଷ୍ଟେସନ…

ନେତାଜୀ ବସ ଟର୍ମିନାଲ ବୁଲିଲେ ଫାଇଭ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ

କଟକ (କେନ୍ୟୁଜ୍): କଟକ ନେତାଜୀ ବସ ଟର୍ମିନାଲ ବୁଲିଲେ ଫାଇଭ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ। ଆଜି ଭୋର ସମୟରେ ଖାନନଗରରେ ବୁଲି ଦେଖିଲେ ବସଷ୍ଟାଣ୍ଡ। ଉଦଘାଟନ ପରେ ବସ ଟର୍ମିନାଲ ବୁଲି ଦେଖିବା ସହିତ ସୁବିଧା ଅସୁବିଧା ବୁଝିଥିଲେ। ଏହି ଗସ୍ତ ସମୟରେ ଉପସ୍ଥିତ ଥିଲେ ସିଡିଏ ଅଧ୍ୟକ୍ଷ ଅନୀଲ ସାମଲ…

ନୂଆ ଦାୟିତ୍ଵ ଗ୍ରହଣ ପରେ ଉର୍ଜାବାନ ପାଣ୍ଡିଆନ୍, ଭୋର ୪ଟାରୁ ଶ୍ରୀମନ୍ଦିର ଯାଇ ପରିକ୍ରମା ପ୍ରକଳ୍ପ କଲେ ସମୀକ୍ଷା

କେନ୍ୟୁଜ୍(ବ୍ୟୁରୋ): ମୁଖ୍ୟମନ୍ତ୍ରୀ  ନବୀନ  ପଟ୍ଟନାୟକଙ୍କ  ନିର୍ଦ୍ଦେଶ  କ୍ରମେ  5T ଓ  ନବୀନ  ଓଡିଶା ଅଧ୍ୟକ୍ଷ  ଭିକେ  ପାଣ୍ଡିଆନ୍  ଆଜି  ବଡି ଭୋରରୁ  ପୁରୀ  ଯାଇ  ଶ୍ରୀମନ୍ଦିର  ପରିକ୍ରମା  ପ୍ରକଳ୍ପର  ଅଗ୍ରଗତି  ସମ୍ପର୍କରେ  ସମୀକ୍ଷା  କରିଥିଲେ। ଭୋର୍  ୪ରୁ  ୬ ପର୍ଯ୍ୟନ୍ତ ଏହି …

୨୦୨୪ରେ ବିଜେଡିର ପ୍ରମୁଖ ଚେହେରା ଭାବେ ଉଭା ହେବେ କି ଭି. କେ ପାଣ୍ଡିଆନ୍ ? ରାଜନୈତିକ କର୍ମକ୍ଷେତ୍ର କେଉଁଟା ହେବ ?

କେନ୍ୟୁଜ୍(ବ୍ୟୁରୋ): ୨୦୨୪ରେ ରାଜନୈତିକ ଡେବ୍ୟୁ କରିବେ କି ଭି. କେ ପାଣ୍ଡିଆନ୍ ? ସକ୍ରିୟ ରାଜନୀତିକୁ ଆସିଲେ କେଉଁଠୁ ଲଢ଼ିବେ ? ଆଇଏଏସ୍ ଚାକିରିରୁ ଭି. କେ ପାଣ୍ଡିଆନ୍ ଭିଆରଏସ୍ ନେବା ପରେ ରାଜ୍ୟ ରାଜନୀତିରେ ଏଭଳି ଚର୍ଚ୍ଚା ଜୋର ଧରିଛି । ତାଙ୍କର ରାଜନୈତିକ କର୍ମକ୍ଷେତ୍ର କେଉଁଟା ହେବ ?…

5T ଅଧ୍ୟକ୍ଷ ହେଲେ ଭି.କେ ପାଣ୍ଡିଆନ, ଜାଣନ୍ତୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନେଇଥିଲେ କି ଗୁରୁତ୍ୱପୂର୍ଣ୍ଣ…

ଭୁବନେଶ୍ୱର (କେନ୍ୟୁଜ): ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୋଗ ଦେବା ପରେ ଗତ ୧୦ ବର୍ଷରେ, ଜନସ୍ବାର୍ଥରେ ସେ ଅନେକ ନିଷ୍ପତ୍ତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ମୋ ସରକାର ତାଙ୍କର ମାନସ ସନ୍ତାନ ଥିଲା। ସରକାରୀ କାର୍ଯ୍ୟାଳୟରେ ସାଧାରଣ ଜନତାଙ୍କ ସୁବିଧା ପାଇଁ ଏହି ଅଭିଯାନ…

ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ 5T ସଚିବ, ଦେଲେ ୯ଟି ଟିପ୍ସ

କେନ୍ୟୁଜ୍(ବ୍ୟୁରୋ): 5Tରେ ସାମିଲ ହୋଇଛି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜ । ଆଜି ଜିଲ୍ଲାର ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କ ଭୁବନେଶ୍ବର ଜନତା ମଇଦାନରେ ଭେଟି ଆଲୋଚନା କରିଛନ୍ତି 5T ସଚିବ ଭି. କେ ପାଣ୍ଡିଆନ୍ । ଛାତ୍ରଛାତ୍ରୀଙ୍କ ସମସ୍ୟା ସଂପର୍କରେ ପଚାରି…

୨ ଦିନିଆ ବଲାଙ୍ଗିର ଗସ୍ତରେ 5t ସଚିବ: ହରିଶଙ୍କରଙ୍କୁ କଲେ ଦର୍ଶନ

ବଲାଙ୍ଗିର (କେନ୍ୟୁଜ): ଦୁଇ ଦିନିଆ ବଲାଙ୍ଗିର ଗସ୍ତରେ 5t ସଚିବ ଭିକେ ପଣ୍ଡିଆନ । ପ୍ରଥମରେ ତୁଷୁରାରେ ପହଞ୍ଚି ସମଲେଶ୍ବରୀ ମନ୍ଦିରକୁ ଯାଇ ସମଲେଶ୍ବରୀ ମାଁଙ୍କୁ ଦର୍ଶନ କରିବା ସହ ମନ୍ଦିର କମିଟି ସହିତ ଆଲୋଚନା କରିଛନ୍ତି । ଆଜି ବେଳପଡା ଓ ଟିଟିଲାଗଡ଼ ରେ ସାଧାରଣ ଜନଶୁଣାଣୀରେ ଯୋଗଦେବେ ପରେ…

ନୂଆ ରୂପ ପାଇବ ନୟାଗଡ଼ର ଦକ୍ଷିଣକାଳୀ ମନ୍ଦିର ଓ ବିକଶିତ ହେବ ଓଡ଼ଗାଁର ଲଡୁବାବା ପୀଠ

ନୟାଗଡ଼(କେନ୍ୟୁଜ୍): ଫାଇଭ ଟି ସଚିବ ଭିକେ ପାଣ୍ଡିଆନଙ୍କ ନୟାଗଡ଼ ଗସ୍ତର ଦ୍ୱିତୀୟ ଦିନରେ ବିକାଶର ସମୀକ୍ଷା। ନୂଆ ରୂପ ପାଇବ ନୟାଗଡ଼ର ଦକ୍ଷିଣକାଳୀ ମନ୍ଦିର ଓ ବିକଶିତ ହେବ ଓଡ଼ଗାଁର ଲଡୁବାବା ପୀଠ । ନୟାଗଡ଼ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ସଚିବ…