Below header
Browsing Tag

vk pandian

ନୂଆ ରୂପ ପାଇବ ନୟାଗଡ଼ର ଦକ୍ଷିଣକାଳୀ ମନ୍ଦିର ଓ ବିକଶିତ ହେବ ଓଡ଼ଗାଁର ଲଡୁବାବା ପୀଠ

ନୟାଗଡ଼(କେନ୍ୟୁଜ୍): ଫାଇଭ ଟି ସଚିବ ଭିକେ ପାଣ୍ଡିଆନଙ୍କ ନୟାଗଡ଼ ଗସ୍ତର ଦ୍ୱିତୀୟ ଦିନରେ ବିକାଶର ସମୀକ୍ଷା। ନୂଆ ରୂପ ପାଇବ ନୟାଗଡ଼ର ଦକ୍ଷିଣକାଳୀ ମନ୍ଦିର ଓ ବିକଶିତ ହେବ ଓଡ଼ଗାଁର ଲଡୁବାବା ପୀଠ । ନୟାଗଡ଼ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ସଚିବ…

କ୍ଷମତା ପରିବର୍ତ୍ତନ ହୋଇନାହିଁ, କେବଳ କାମ କରିବାକୁ ପାଣ୍ଡିଆନଙ୍କୁ ଦାୟିତ୍ୱ ଦିଆଯାଇଛି: ପ୍ରସନ୍ନ ଆଚାର୍ଯ୍ୟ

କେନ୍ୟୁଜ୍(ବ୍ୟୁରୋ):   ଫାଇଭ ଟି ସଚିବ ଭି. କେ ପାଣ୍ଡିଆନଙ୍କ ପ୍ରସଙ୍ଗରେ ବିରୋଧୀଙ୍କୁ ବିଜେଡିର ଜବାବ । କେନ୍ଦ୍ରରୁ ରାଜ୍ୟ ମୁଖ୍ୟ ସଚିବଙ୍କୁ ଚିଠି ଲେଖାଯିବା ପ୍ରସଙ୍ଗରେ ଜବାବ ରଖିଲେ ପ୍ରସନ୍ନ ଆଚାର୍ଯ୍ୟ । କହିଛନ୍ତି ଏହା ଏକ ସ୍ୱାଭାବିକ ପ୍ରକ୍ରିୟା । ଏଥିରେ ନୂଆ କଥା କିଛିନାହିଁ ।…

ସ୍ମାର୍ଟ ହେବ କଳାହାଣ୍ଡି ବିଶ୍ୱବିଦ୍ୟାଳୟ, ସମୀକ୍ଷା କରି ସୂଚନା ଦେଲେ ଫାଇଭ୍ ଟି ସଚିବ ଭିକେ ପାଣ୍ଡିଆନ

କେନ୍ୟୁଜ୍(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ 5T ସଚିବ ଭି କେ ପାଣ୍ଡିଆନ୍ ଆଜି ତିନିଦିନିଆ କଳାହାଣ୍ଡି ଓ ନୂଆପଡା ଗସ୍ତରେ ଯାଇ ପ୍ରଥମ ଦିନରେ utkela ,ମଦନପୁର ଓ ଭବାନୀପାଟଣା ଯାଇ ବିଭିନ୍ନ ବିକାଶ କାମ ବୁଲିଦେଖିବା ସହ ଛାତ୍ରଛାତ୍ରୀ,ମହିଳା,କ୍ରୀଡାବିତ୍ ଓ…

ଜିରାଙ୍ଗରେ ବୌଦ୍ଧ ମନ୍ଦିର ଦର୍ଶନ କଲେ 5T ସଚିବ ଭିକେ ପାଣ୍ଡିଆନ

ମୋହନା (କେନ୍ୟୁଜ): ବୌଦ୍ଧ ମନ୍ଦିରରେ ପୂଜାର୍ଚ୍ଚନା କଲେ 5T ସଚିବ। ଗଜପତି ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ଜିରାଙ୍ଗ ସ୍ଥିତି ପଦ୍ମସମ୍ଭବ ବୌଦ୍ଧ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି 5T ସଚିବ ଭିକେ ପଣ୍ଡିଆନ୍‌। ମନ୍ଦିରରେ ପହଞ୍ଚିବା ପରେ ତିବ୍ଦତୀୟ ସମାଜ ପକ୍ଷରୁ ପାରମ୍ପରିକ…

ଦୁଇ ଦିନିଆ କେନ୍ଦ୍ରାପଡା ଗସ୍ତରେ ଫାଇଭ ଟି ସଚିବ, ନିଜ ହାତ ରନ୍ଧା ପରସିଥିଲେ କାଫେକୁ ଚଳାଉଥିବା ମିଶନ ଶକ୍ତି ମାଆ

କେନ୍ଦ୍ରାପଡ଼ା(କେନ୍ୟୁଜ୍):  ଦୁଇଦିନିଆ କେନ୍ଦ୍ରାପଡା ଗସ୍ତରେ 5T ସଚିବ ଭି କେ ପାଣ୍ଡିଆନ । ପାଟକୁରା, କେନ୍ଦ୍ରାପଡା, ରାଜନଗର ଓ ମହାକାଳପଡ଼ାର ବିଭିନ୍ନ ଅଞ୍ଚଳ ଗସ୍ତ କରୁଛନ୍ତି । ଡେରାବିଶ ବ୍ଲକ ପରିସରରେ ଥିବା ମିଶନ ଶକ୍ତି କାଫେରେ ମଧ୍ୟାହ୍ନ ଭୋଜନ କରିଛନ୍ତି । କାଫେକୁ ଚଳାଉଥିବା ମିଶନ…

କୋରାପୁଟର ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ 5T ସଚିବ ଭି.କେ.ପାଣ୍ଡିଆନ

କୋରାପୁଟ(କେନ୍ୟୁଜ୍):କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କରିଛନ୍ତି 5T ସଚିବ ଭି.କେ.ପାଣ୍ଡିଆନ । ହସ୍ପିଟାଲର ୬୫୦ ଶଯ୍ୟା ବିଶିଷ୍ଟ ନିର୍ମାଣଧୀନ କାର୍ଯ୍ୟର ଅନୁଧ୍ୟାନ କଲେ 5T ସଚିବ ଭି.କେ.ପାଣ୍ଡିଆନ । ପରେ ବୋରିଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟ ମଧ୍ୟ…

ପୁରୀରେ 5T ସଚିବ: ଶ୍ରୀମନ୍ଦିର ଯାଇ ବେଢ଼ା ପରିକ୍ରମା, ପାର୍ଶ୍ୱ ଦେବାଦେବୀଙ୍କ ସହ ମହାପ୍ରଭୁଙ୍କୁ କଲେ ଦର୍ଶନ

ପୁରୀ(କେନ୍ୟୁଜ୍): ପୁରୀରେ 5T ସଚିବ । ଆଜି ସକାଳୁ 5T ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ୍‌ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ପୁରୀରେ ପହଞ୍ଚିବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ବେଢ଼ା ପରିକ୍ରମା, ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ କରିଛନ୍ତି।…

କଟକ ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ୍, SCB ମେଡିକାଲ ସଂପ୍ରସାରଣ କାର୍ଯ୍ୟ କଲେ ତଦାରଖ

କଟକ (କେନ୍ୟୁଜ): SCB ଓ ତାଳଦଣ୍ଡା କେନାଲ କାର୍ଯ୍ୟର ସମୀକ୍ଷା କଲେ 5T ସଚିବ ଭି.କେ. ପାଣ୍ଡିଆନ । କଟକ ଗସ୍ତ କରି SCB ଓ ତାଳଦଣ୍ଡା କେନାଲର ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଛନ୍ତି 5T ସଚିବ। ଏଥିସହ ଛତ୍ରବଜାର ଭେଣ୍ଡିଙ୍ଗ ଜୋନ୍‌ ଓ ପର୍ଯ୍ୟଟନ ଭିତ୍ତିଭୂମି ଉନ୍ନୟନର…

ରଥଯାତ୍ରା ପୂର୍ବରୁ ସରିବ କି ପ୍ରକଳ୍ପ କାମ? ଆଜି ପୁରୀରେ ପହଞ୍ଚି ସମୀକ୍ଷା କଲେ 5T ସଚିବ

ପୁରୀ(କେନ୍ୟୁଜ୍‌): ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଆଉ ୨୭ ଦିନ ବାକି। ଚଳଚଞ୍ଚଳ ରଥଖଳା। ଦ୍ରୁତ ଗତିରେ ଆଗେଇ ଚାଲିଛି ରଥକାମ। ଏପଟେ ରଥଯାତ୍ରା ପୂର୍ବରୁ ସରିବ କି ପ୍ରକଳ୍ପ କାମ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୀକ୍ଷା କରିଛନ୍ତି ଫାଇଭ ଟି ସଚିବ। ଆଜି ସକାଳେ 5T ସଚିବ…

ଗଜପତି ପରେ ଗଞ୍ଜାମରେ ମୁଖ୍ୟ ସଚିବ ଓ 5T ସଚିବ, ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ କରୁଛନ୍ତି ସମୀକ୍ଷା

ଗଜପତି(କେନ୍ୟୁଜ): ଗଜପତିରେ ମୁଖ୍ୟ ସଚିବ ଓ 5T ସଚିବ। କେତେବାଟ ଆଗେଇଛି ଗଜପତି ଜିଲ୍ଲା ଛେଳିଗଡ଼ ଜଳ ବିଦ୍ୟୁତ୍‌ ପ୍ରକଳ୍ପ। ଗଜପତି ଜିଲ୍ଲା ଗସ୍ତରେ ଯାଇ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଓ 5T ସଚିବ। ନିର୍ମାଣସ୍ଥଳକୁ ଯାଇ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ…

ମା’ କଟକ ଚଣ୍ଡୀ ମନ୍ଦିରରେ 5T ସଚିବ, ବିଭିନ୍ନ ସମସ୍ୟା ନେଇ ବରିଷ୍ଠ ଅଧିକାରୀଙ୍କ ସହ କଲେ ଆଲୋଚନା

କଟକ(କେନ୍ୟୁଜ୍) : ମା’ କଟକ ଚଣ୍ଡୀଙ୍କ ମନ୍ଦିର ପରିଦର୍ଶନ କଲେ 5T ସଚିବ । ମା’ଙ୍କ ଦର୍ଶନ କରିବା ସହ ମନ୍ଦିର ପ୍ରକଳ୍ପ ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ଭି.କେ ପାଣ୍ଡିଆନ୍‌। ବର୍ଷାଜଳ ନିଷ୍କାସନ, ପାର୍କିଂ ସମସ୍ୟା ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ମନ୍ଦିର…

OUTRରେ ଭିତ୍ତିଭୂମିର ବିକାଶ ସହିତ ଖୋଲିବ ନୂଆ ପାଠ୍ୟକ୍ରମ, ପ୍ରଥମ ପର୍ଯ୍ୟାୟରେ ବିନିଯୋଗ ହେବ 3ଶହ କୋଟି

କେନ୍ୟୁଜ୍(ବ୍ୟୁରୋ): Odisha university of technology and research କୁ engineering ଶିକ୍ଷା କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ର ଭାବରେ ଗଢ଼ିତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଆଜି…