Below header
Browsing Tag

vk pandian

OUTRରେ ଭିତ୍ତିଭୂମିର ବିକାଶ ସହିତ ଖୋଲିବ ନୂଆ ପାଠ୍ୟକ୍ରମ, ପ୍ରଥମ ପର୍ଯ୍ୟାୟରେ ବିନିଯୋଗ ହେବ 3ଶହ କୋଟି

କେନ୍ୟୁଜ୍(ବ୍ୟୁରୋ): Odisha university of technology and research କୁ engineering ଶିକ୍ଷା କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ର ଭାବରେ ଗଢ଼ିତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଆଜି…

ପୁରୀ ସତ୍ୟବାଦୀ ସ୍ଥିତ ଗୋପବନ୍ଧୁଙ୍କ ଜନ୍ମସ୍ଥାନରେ 5T ସଚିବ, ସୁଆଣ୍ଡୋରେ ଉନ୍ନତିମୂଳକ କାର୍ଯ୍ୟର କରିଛନ୍ତି ସମୀକ୍ଷା

ପୁରୀ (କେନ୍ୟୁଜ୍): ପୁରୀ ଜିଲ୍ଲା ସତ୍ୟବାଦୀ ସ୍ଥିତ ଗୋପବନ୍ଧୁଙ୍କ ଜନ୍ମସ୍ଥାନରେ 5T ସଚିବ ଭି.କେ ପାଣ୍ଡିଆନ । ସୁଆଣ୍ଡୋରେ ବରିଷ୍ଠ ଅଧିକାରୀଙ୍କ ସହ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଉତ୍କଳମଣିଙ୍କ ଜନ୍ମପୀଠର ବିକାଶ ପ୍ରକଳ୍ପ ତ୍ୱରାନ୍ଵିତ ହୋଇଛି । ଗୋପବନ୍ଧୁଙ୍କ…

ପତ୍ନୀଙ୍କ ସହ ମାଆ ତାରାତାରିଣୀଙ୍କୁ ଦର୍ଶନ କଲେ 5T ସଚିବ, ମନ୍ଦିରରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟକୁ ବୁଲି…

ବ୍ରହ୍ମପୁର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲାର ଅଧିଷ୍ଟାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ପୀଠରେ ଚାଲିଛି ଚୈତ୍ର ପର୍ବ। ଆଜି ମାଆଙ୍କ ଯାତ୍ରାର ଶେଷ ମଙ୍ଗଳବାର। ଏହି ଅବସରରେ ମାଆଙ୍କୁ ଦର୍ଶନ କରିବା ପାଇଁ ମନ୍ଦିରରେ ପହଞ୍ଚିଥିଲେ 5T ସଚିବ ଭି.କେ ପାଣ୍ଡିଆନ୍‌। 5T ସଚିବଙ୍କ ସହ ତାଙ୍କ ପତ୍ନୀ…

ସମ୍ବଲପୁରରେ ମୁଖ୍ୟ ଶାସନ ସଚିବ ଓ ଫାଇଭ୍‌-ଟି ସଚିବ: ମାଆ ସମଲେଶ୍ୱରୀଙ୍କ ଦର୍ଶନ କରିବା ସହ ମନ୍ଦିରର ବିକାଶ ମୂଳକ…

ସମ୍ବଲପୁର (କେନ୍ୟୁଜ୍) : ସମ୍ବଲପୁରରେ ମୁଖ୍ୟ ଶାସନ ସଚିବ ଓ ଫାଇଭ୍‌-ଟି ସଚିବ । ସମ୍ବଲପୁରରେ ପହଞ୍ଚିବା ପରେ ମାଆ ସମଲେଶ୍ୱରୀଙ୍କ ଦର୍ଶନ ପାଇଁ ମନ୍ଦିରରେ ପହଞ୍ଚିଛନ୍ତି। ଏହାପରେ ସମଲେଶ୍ୱରୀ ମନ୍ଦିରର ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିବେ। ବିକାଶ ମୂଳକ କାର୍ଯ୍ୟକ୍ରମ କେତେଦୂର…

ରାଉରକେଲାରେ ମୁଖ୍ୟ ସଚିବ ଓ 5T ସଚିବ, ସର୍ବବୃହତ ହକି ଷ୍ଟାଡିୟମ୍‌ ନିର୍ମାଣ କାର୍ଯ୍ୟର କରୁଛନ୍ତି ତଦାରଖ

ରାଉରକେଲା(କେନ୍ଯୁଜ୍): ରାଉରକେଲାରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଓ 5T ସଚିବ ଭି.କେ ପାଣ୍ଡିଆନ୍‌। BPUT ପରିସରରେ ନିର୍ମିତ ହେଉଥିବା ଅନ୍ତର୍ଜାତୀୟ ସ୍ତରର ଦେଶର ସର୍ବବୃହତ ହକି ଷ୍ଟାଡିୟମ୍‌ ନିର୍ମାଣ କାର୍ଯ୍ୟ ତଦାରଖ କରୁଛନ୍ତି । ଏହାସହ ବିଭାଗୀୟ ଓ ପ୍ରଶାସନିକ ଅଧିକାରୀଙ୍କ ସହ…

ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ପୂର୍ବରୁ ଶ୍ରୀମନ୍ଦିରରେ ଫାଇଭ-ଟି ସଚିବ, ମହାପ୍ରଭୁଙ୍କ ଦର୍ଶନ କରିବା ସହ ସମସ୍ତ ବ୍ୟବସ୍ଥା…

ପୁରୀ(କେନ୍ଯୁଜ୍): ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ପୂର୍ବରୁ ଆଜି ସକାଳୁ ଫାଇଭ ଟି ସଚିବ ଭି କେ ପାଣ୍ଡିଆନ୍‌ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ସହ ରାଷ୍ଟ୍ରପତିଙ୍କ ଗସ୍ତ ସମ୍ପର୍କରେ ଭି କେ ପାଣ୍ଡିଆନ ଆଲୋଚନା କରିଛନ୍ତି । ସମସ୍ତ ବ୍ୟବସ୍ଥା…

ପୁରୀରେ ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ, ପତ୍ନୀଙ୍କ ସହ ଆସି କଲେ ଶ୍ରୀଜୀଉଙ୍କୁ ଦର୍ଶନ

ପୁରୀ(କେନ୍ଯୁଜ୍): ପୁରୀରେ ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ । ଆଜି ସେ ସପତ୍ନୀକ ପୁରୀ ଆସି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । ମହାପ୍ରଭଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ସେ ନିୟମିତ ବ୍ୟବଧାନରେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ପୂର୍ବରୁ ଗତ ୫ ତାରିଖରେ…

ପୁରୀରେ ୫ଟି ସଚିବ ଭି.କେ ପାଣ୍ଡିଆନ: ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ର୍ନିମାଣ…

ପୁରୀ(କେନ୍ଯୁଜ୍): ପୁରୀରେ ୫ଟି ସଚିବ ଭି.କେ ପାଣ୍ଡିଆନ। ଆଜି ସେ ପୁରୀ ଆସିଥିବାବେଳେ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । ଏଥିସହ ସେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ର୍ନିମାଣ କାର୍ଯ୍ଯର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିବା ଜଣାପଡ଼ିଛି । ପଶ୍ଚିମଦ୍ୱାର ପଟେ ଆରମ୍ଭ ହୋଇଥିବା ର୍ନିମାଣ…

ପୁରୀ ଗସ୍ତରେ ଆସି ଶ୍ରୀଜିଉଙ୍କ ଦର୍ଶନ କଲେ 5T ସଚିବ ଭି.କେ ପାଣ୍ଡିଆନ୍

ପୁରୀ (କେନ୍ଯୁଜ୍): 5T ସଚିବ ଭି.କେ ପାଣ୍ଡିଆନଙ୍କ ପୁରୀ ଗସ୍ତ। ଆଜି ସକାଳୁ ପୁରୀ ଗସ୍ତରେ ଆସି ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ଏହା ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ଉନ୍ନତିକରଣ କାର୍ଯ୍ୟର ତଦାରଖ କରିଥିଲେ। ଏ ସଂପର୍କରେ ସେବାୟତଙ୍କ ସହ ଆଲୋଚନା କରିଥିଲେ। ଶ୍ରୀମନ୍ଦିର ହେରିଟେଜ୍‌…

ପୁରୀ: ପେଣ୍ଠକଟାରେ ନିର୍ମାଣାଧୀନ ଶ୍ରୀଜଗନ୍ନାଥ ଷ୍ଟାଡିୟମ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ 5T ସଚିବ

ପୁରୀ(କେନ୍ୟୁଜ୍): ପୁରୀ ପେଣ୍ଠକଟାରେ ନିର୍ମାଣାଧୀନ ଶ୍ରୀଜଗନ୍ନାଥ ଷ୍ଟାଡିୟମ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ 5T ସଚିବ ଭିକେ ପାଣ୍ଡିଆନ । ସେ ନକ୍ସା ଓ ମ୍ୟାପ ଦେଖିବା ସହ ଚାଲିଖିବା କାର୍ଯ୍ୟ ସଂପର୍କରେ ସମୀକ୍ଷା କରିଥିଲେ । ୧୩ ଏକର ପରିମିତ ଜମିରେ ହେଉଥିବା ଷ୍ଟାଡିୟମରେ କ୍ରିକେଟ…

ବଲାଙ୍ଗିର ଗସ୍ତରେ ମୁଖ୍ୟ ଶାସନ ସଚିବ ଓ 5T ସଚିବ: ଲୋୟର ସୁକତେଲ ପ୍ରକଳ୍ପ ଅଞ୍ଚଳରେ କରିବେ ସମୀକ୍ଷା

ବଲାଙ୍ଗିର(କେନ୍ଯୁଜ୍): ବଲାଙ୍ଗିର ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ 5T ସଚିବ ଭି.କେ ପାଣ୍ଡିଆନ୍‌। ବଲାଙ୍ଗିର ତୁଷୁରା ଏୟାରଷ୍ଟ୍ରିପରେ ପହଞ୍ଚି ଦେଓଗାଁ ପଞ୍ଚାୟତ ହାଇସ୍କୁଲ ପରିଦର୍ଶନ କରିବେ। ଏହାପରେ ତରଳ ଅକ୍ସିଜେନ୍‌ ପ୍ଲାଣ୍ଟ ସାଇଡ୍‌ ବୁଲି କାର୍ଯ୍ୟ ତଦାରଖ କରିବା ସହ…

କଳାହାଣ୍ଡି ଗସ୍ତରେ ମୁଖ୍ୟ ଶାସନ ସଚିବ ଓ 5T ସଚିବ, ସରକାରଙ୍କ ବହୁ ଲୋକାଭିମୁଖୀ ଯୋଜନାର କରିବେ ସମୀକ୍ଷା

କଳାହାଣ୍ଡି (କେନ୍ଯୁଜ୍): କଳାହାଣ୍ଡି ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ 5T ସଚିବ ଭି.କେ ପାଣ୍ଡିଆନ୍‌ । ଏହି ଗସ୍ତରେ ଏନ୍‌.ଏଚ୍‌.ଏମ୍‌ ମିଶନ ଡାଇରେକ୍ଟର ଶାଲିନୀ ପଣ୍ଡିତ, ଭିନିଲ କ୍ରିଷ୍ଣା ପ୍ରମୁଖ ସାମିଲ ଅଛନ୍ତି। ସରକାରଙ୍କ ବହୁ ଲୋକାଭିମୁଖୀ ଯୋଜନାର କରିବେ ସମୀକ୍ଷା ।…