Below header

୧୦ ଲକ୍ଷ କ୍ୟୁସେକ ତଳେ ମୁଣ୍ଡଳୀରେ ଜଳସ୍ତର

କଟକ(କେନ୍ୟୁଜ୍): କମୁଛି ମୁଣ୍ଡଳୀ ଜଳସ୍ତର । ୧୦ ଲକ୍ଷ କ୍ୟୁସେକ ତଳେ ମୁଣ୍ଡଳୀରେ ଜଳସ୍ତର । ଏବେ ୯ ଲକ୍ଷ ୬୪ ହଜାର ୩୧୦ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି । ନରାଜ ବ୍ୟାରେଜ ଦେଇ କାଠଯୋଡ଼ି ନଦୀକୁ ନିଷ୍କାସିତ ହେଉଛି ୪ ଲକ୍ଷ ୮୫ ହଜାର ୬୪୨ କ୍ୟୁସେକ କଳ । ଯୋବ୍ରା ବ୍ୟାରେଜ ଦେଇ ମହାନଦୀକୁ ନିଷ୍କାସିତ ହେଉଛି ୪ ଲକ୍ଷ ୬୭ ହଜାର ୮୩୫ କ୍ୟୁସେକ ଜଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.