Below header

କିଏ ସୁନୀଲ୍‌? ହ୍ବାର୍ଟସଆପରେ ଗେହ୍ଲାରେ କିଏ ଡାକୁଥିଲା ‘ଅର୍ଚ୍ଚୁ’ ?

କେନ୍ୟୁଜ୍(ବ୍ୟୁରୋ): ତଦନ୍ତ ବଢ଼ିବା ସହ ଖୋଲୁଛି ଲେଡ଼ି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଗୁମର । ପ୍ରତିଦିନି ସାମନାକୁ ଆସୁଛି ନୂଆ ନୂଆ ତଥ୍ୟ । ଏବେ ଆଉ ଗୋଟିଏ ହ୍ଵାଟ୍‌ସଆପ୍‌ ଚାଟିଂ ସାମନାକୁ ଆସିଛି । ଯେଉଁଥିରେ ସୁନୀଲ୍‌ ନାମକ ଜଣେ ବ୍ୟକ୍ତିଙ୍କ ସହ ଚାଟିଂ କରୁଥିବା ଜଣା ପଡୁଛି । ଯେଉଁଥିରେ ଯୁବତୀ ଚାଲାଣ ନେଇ କିଛି କଥା ଉଲ୍ଲେଖ ରହିଛି ।

ଯୁବକ ଜଣଙ୍କ ଅର୍ଚ୍ଚୁ ନାଁ ନେଇ ଚାଟିଂ କରୁଛନ୍ତି । ତେବେ କିଏ ସେହି ସୁନୀଲ ? ତାଙ୍କ ସହ ଅର୍ଚ୍ଚନାଙ୍କର ସମ୍ପର୍କ କଣ ? ଭୁବନେଶ୍ୱରରୁ ତଡ଼ିପାର ହୋଇଥିବା ସେକ୍ସ ରାକେଟ୍‌ କିଙ୍ଗପିନ୍‌ ସୁନୀଲ ମେହେର ନୁହେଁ ତ ? ଅର୍ଚ୍ଚନା ଯୁବତୀ ଚାଲାଣ ରାକେଟରେ ସଂପୃକ୍ତ ଥିଲେ କି ? ଏଭଳି ଅନେକ ପ୍ରଶ୍ନ ଉଠୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.