Below header

କେନ୍ଦୁଝର ଦୁଲ୍ଲଭପୁର ଗାଁ ଭିତରେ ବୁଲୁଛନ୍ତି ହାତୀପଲ, ଏକର ଏକର ପରିବା ଚାଷ ନଷ୍ଟ କରିବାପରେବି ଘଉଡାଇବାରେ ବିଫଳ ବନ ବିଭାଗ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଦୁଲ୍ଲଭପୁର ଗାଁରେ ହାତୀ ଉପଦ୍ରବ । ବିଳମ୍ବିତ ରାତିରେ ହାତୀପଲ ଗାଁ ଭିତରେ ପଶି ଏକର ଏକର ପରିବା ଚାଷ ନଷ୍ଟ କରିଛନ୍ତି । ରାତିରେ ଗାଁ ଭିତରେ ହାତୀପଲ ବୁଲୁଥିବା ଦେଖିବା ପରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ହାତୀ ଘଉଡାଇବାରେ ବିଫଳ ହୋଇଛନ୍ତି । ବାରମ୍ବାର ସେହି ଅଞ୍ଚଳ ଗୁଡିକରେ ହାତୀଙ୍କ ଉପଦ୍ରବ ଲାଗି ରହିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.