Below header
Browsing Tag

elephants in keunjhar

କେନ୍ଦୁଝର ଦୁଲ୍ଲଭପୁର ଗାଁ ଭିତରେ ବୁଲୁଛନ୍ତି ହାତୀପଲ, ଏକର ଏକର ପରିବା ଚାଷ ନଷ୍ଟ କରିବାପରେବି ଘଉଡାଇବାରେ ବିଫଳ ବନ…

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଦୁଲ୍ଲଭପୁର ଗାଁରେ ହାତୀ ଉପଦ୍ରବ । ବିଳମ୍ବିତ ରାତିରେ ହାତୀପଲ ଗାଁ ଭିତରେ ପଶି ଏକର ଏକର ପରିବା ଚାଷ ନଷ୍ଟ କରିଛନ୍ତି । ରାତିରେ ଗାଁ ଭିତରେ ହାତୀପଲ ବୁଲୁଥିବା ଦେଖିବା ପରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ…

କେନ୍ଦୁଝରରେ ବଢୁଛି ହାତୀ ଉପଦ୍ରବ , ଘୁରି ବୁଲୁଛନ୍ତି ୮ଟି ବଣୁଆ ହାତୀ

କେନ୍ଦୁଝର(କେନ୍ୟୁଜ୍) : କେନ୍ଦୁଝର ଜିଲ୍ଲାରେ ବଢୁଛି ହାତୀ ଉପଦ୍ରବ । ଚମ୍ପୁଆରେ ଘୁରି ବୁଲୁଛନ୍ତି ୮ଟି ବଣୁଆ ହାତୀ। ଏହି ହାତୀ ପଲ ଗାଁରେ ପଶି ଘର ଓ ସ୍କୁଲ ପାଚେରୀ ଭାଙ୍ଗିବା ସହ ଧାନ ଚାଉଳ ଖାଇ ଯାଉଛନ୍ତି। ହାତୀ ପଲ ବୁଲୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ସଂଧ୍ୟା ହେଲେ ଭୟ…