Below header

ଆଗାମୀ ସପ୍ତାହରେ ରାଜ୍ୟରେ ବଢିବ ଶୀତ

ଆଗାମୀ ସପ୍ତାହରେ ରାଜ୍ୟରେ ବଢିବ ଶୀତ । ଆଗାମୀ ୩ରୁ ୪ ଦିନ ଯାଏ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ପରବର୍ତ୍ତୀ ସମୟରେ ରାତି ତାପମାତ୍ରାରେ ୨ରୁ ୪ ଡିଗ୍ରୀ ସେଲସିୟସ ଯାଏ ହ୍ରାସ ଘଟିବ ।

ଭୁବନେଶ୍ୱର(କେନ୍ୟୁଜ୍): ଆଗାମୀ ସପ୍ତାହରେ ରାଜ୍ୟରେ ବଢିବ ଶୀତ । ଆଗାମୀ ୩ରୁ ୪ ଦିନ ଯାଏ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ପରବର୍ତ୍ତୀ ସମୟରେ ରାତି ତାପମାତ୍ରାରେ ୨ରୁ ୪ ଡିଗ୍ରୀ ସେଲସିୟସ ଯାଏ ହ୍ରାସ ଘଟିବ ।

ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପଶ୍ଚିମା ଝଡ଼ ଓ ପୂର୍ବାଳି ବାୟୁ ପ୍ରବାହ ପ୍ରଭାବରେ ୨୦ ଏବଂ ୨୧ ତାରିଖରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.