Below header

ଫାର୍ମାସିଷ୍ଟଙ୍କ ଭୁଲ ଇଞ୍ଜେକସନ ଯୋଗୁଁ ମହିଳାଙ୍କ ଜୀବନ ଯାଇଥିବା ନେଇ ଅଭିଯୋଗ

କଳାହାଣ୍ଡି ଜିଲ୍ଲା ଖଳିଆକାନି ଗାଁରେ ଏକ ଘରୋଇ ମେଡିକାଲ୍ ଫାର୍ମାସିଷ୍ଟଙ୍କ ଭୁଲ ଇଞ୍ଜେକସନ ଯୋଗୁଁ ମହିଳାଙ୍କ ଜୀବନ ଯାଇଥିବା ନେଇ ଅଭିଯୋଗ ହୋଇଛି l

ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଖଳିଆକାନି ଗାଁରେ ଏକ ଘରୋଇ ମେଡିକାଲ୍ ଫାର୍ମାସିଷ୍ଟଙ୍କ ଭୁଲ ଇଞ୍ଜେକସନ ଯୋଗୁଁ ମହିଳାଙ୍କ ଜୀବନ ଯାଇଥିବା ନେଇ ଅଭିଯୋଗ ହୋଇଛି l ମୃତକ ହେଲେ ନୁଆପଡା ଜିଲ୍ଲା ସିନାପାଲି ଥାନା ଧୀଙ୍ଗିଆମୁଣ୍ଡା ଗାଁର ବୀଣା ଦେଇ ମାଝୀ l ମେଡିକାଲ ସମ୍ମୁଖରେ ପଡ଼ିରହିଛି ମୃତକଙ୍କ ଶବ l ପରିବାରବର୍ଗ କ୍ଷତି ପୂରଣ ଦାବିରେ ଅଡ଼ି ବସିଛନ୍ତି l ଫାର୍ମାସିଷ୍ଟଙ୍କୁ ଗୋଲାମୁଣ୍ଡା ଥାନାରେ ଅଟକ ରଖାଯାଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.