ଖୁସି ଖବର, ଆଜି ମହିଳାଙ୍କୁ ମୋ ବସ୍‌ରେ ମିଳିବ ମାଗଣା ସେବା

ଭୁବନେଶ୍ବର (କେନ୍ୟୁଜ୍) : ମହିଳାଙ୍କ ପାଇଁ ଖୁସି ଖବର । ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳାଙ୍କ ପାଇଁ ମୋ ବସ୍‌ରେ ମାଗଣା ସେବା ମିଳିବ । ଏ ନେଇ କ୍ୟାପିଟାଲ ରିଜନ୍‌ ଅର୍ବାନ ଟ୍ରାନ୍ସପୋର୍ଟ ବା CRUT ନିଷ୍ପତି ନେଇଛି । ଏ ନେଇ ଜେନେରାଲ ମ୍ୟାନେଜର ଦିପ୍ତୀ ମହାପାତ୍ର ସୂଚନା ଦେଇଛନ୍ତି । ମହିଳାମାନେ ଆଜି ମୋ ବସରେ ମାଗଣା ସେବା ପାଇପାରିବେ । ମୋ ବସରେ ୩୦ ପ୍ରତିଶତ ମହିଳା କାମ କରୁଛନ୍ତି ।

Leave A Reply

Your email address will not be published.