Below header

ପୁରୀ ବେଳାଭୂମିରେ ବାଲୁକା କଳାରେ ବିଶ୍ୱ ମହିଳା ଦିବସର ବାର୍ତ୍ତା

ପୁରୀ (କେନ୍ୟୁଜ୍) : ବାଲୁକା କଳାରେ ବିଶ୍ୱ ମହିଳା ଦିବସର ବାର୍ତ୍ତା । ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ । ମହିଳା ବର୍ତ୍ତମାନ ସେନାରେ ସାମିଲ ହୋଇଛନ୍ତି । କ୍ରୀଡ଼ା, ଶିକ୍ଷା, ନିଯୁକ୍ତି କ୍ଷେତ୍ରରେ ମହିଳା ସଫଳତାର ଶୀର୍ଷ ଛୁଇଁଛନ୍ତି । ବିଶ୍ୱ ଦରବାରରେ ନିଜ ପାଇଁ ସୃଷ୍ଟି କରି ପାରିଛନ୍ତି ସ୍ୱତନ୍ତ୍ର ସ୍ଥାନ । ମହିଳାଙ୍କୁ ସବୁ କ୍ଷେତ୍ରରେ ଅଗ୍ରାଧିକାର ଦେବାକୁ ବାଲୁକା କଳାରେ ବାର୍ତ୍ତା ଦେଇଛନ୍ତି ମାନସ ସାହୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.