Below header

ବଡ ଭାଇକୁ ସାନ ଭାଇର ଗୁଳି ମାଡ

ସାନ ଭାଇର ଗୁଳିମାଡରେ ବଡ ଭାଇ ଗୁରୁତର | ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ କିଞ୍ଜିରିକେଲା ଥାନା ପାଟକିଯୋର ଗାଁରେ |

କେନ୍ୟୁଜ (ବ୍ୟୁରୋ ) :  ସାନ ଭାଇର ଗୁଳିମାଡରେ ବଡ ଭାଇ ଗୁରୁତର | ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ କିଞ୍ଜିରିକେଲା ଥାନା ପାଟକିଯୋର ଗାଁରେ | ଘରୋଇ କଳହକୁ ନେଇ ଗୁଳି ମାଡ ହୋଇଥିବା ଜଣାଯାଇଛି | ଘରୋଇ କଳିରୁ ଉତକ୍ଷିପ୍ତ ହୋଇ ବଡ ଭାଇ ବାସୁଦେବ ସାହାଙ୍କୁ ସାନ ଭାଇ ଗୁଳି କରିଛି | ବଡ ଭାଇ ଗୁରୁତର ହୋଇ ସୁନ୍ଦରଗଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି | ସାନ ଭାଇ ଫେରାର ହୋଇଯାଇଛି | ପୋଲିସ ଘଟଣାର ତଦନ୍ତ କରୁଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.