Browsing Tag

2 killed in car-bike collision

କାର ସହ ବାଇକର ମୁହାଁମୁହିଁ ଧକ୍କା : ୨ ମୃତ, ଜଣେ ଗୁରୁତର, ଜଳିଗଲା ବାଇକ୍‌

ଢ଼େଙ୍କାନାଳ(କେନ୍ୟୁଜ) : ଢେଙ୍କାନାଳ ଗଦିଆ ଥାନା ଅନ୍ତର୍ଗତ ସୋରିସିଆପଦା ହରିପୁର ନିକଟରେ କାର ବାଇକ ମୁହାଁମୁହଁ ଧକ୍କା ହେବା ଯୋଗୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକମାନେ ହେଲେ ଲକ୍ଷ୍ମଣ ବାଦ୍ରା ଓ ଠୁରୁ ନାୟକ । ଦୁର୍ଘଟଣା ଯୋଗୁ ଘଟଣାସ୍ଥଳରେ ବାଇକଟି…