Below header
Browsing Tag

2 thousand rupees

୨ ହଜାର ଟଙ୍କା ବଦଳ ପାଇଁ ଦେବାକୁ ପଡ଼ିବନି ଫର୍ମ ଓ ପରିଚୟ ପତ୍ର : ସ୍ପଷ୍ଟ କଲା SBI

ନୂଆଦିଲ୍ଲୀ : ୨ହଜାର ଟଙ୍କିଆ ନୋଟ ବଦଳାଇବା ପାଇଁ ଦରକାର ପଡ଼ିବନି କୌଣସି ଫର୍ମ। କୌଣସି ପରିଚୟ ପତ୍ର ମଧ୍ୟ ଆବଶ୍ୟକ ହେବ ନାହିଁ। ଏନେଇ ସ୍ପଷ୍ଟ କଲା ଭାରତୀୟ ଷ୍ଟେଟ ବ୍ୟାଙ୍କ। ଏସବିଆଇର ଚିଫ୍‌ ଜେନେରାଲ ମ୍ୟାନେଜର ସମସ୍ତ ସର୍କଲର ଲୋକାଲ ହେଡ୍‌ ଅଫିସକୁ ଚିଠି ଲେଖି ଅବଗତ କରାଇଛନ୍ତି। ୨୦ହଜାର…