Below header
Browsing Tag

22 killed in uttarakhand

ଉତ୍ତରାଖଣ୍ଡରେ ଖାଇକୁ ଖସିଲା ବସ୍‌, ୨୨ ମୃତ, ୬ ଗୁରତର

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ଘଟିଯାଇଛି ବଡ଼ ଦୁର୍ଘଟଣା । ଖାଇକୁ ବସ ଖସିବା ଯୋଗୁ ୨୨ ଜଣଙ୍କର ମୃତ୍ୟୁ ଘଟିଛି ଓ ୬ ଜଣ ଗୁରତର ଆହତ ହୋଇଛନ୍ତି । ଉତ୍ତରକାଶୀ ଜିଲ୍ଲା ଦମତା ନିକଟରେ ଏହି ଦୁର୍ଘଟଣା ହୋଇଛି । ୪୦ ଯାତ୍ରୀଙ୍କୁ ନେଇ ଯମୁନୋତ୍ରୀ ଯାଉଥିଲା ବସ୍ । ୨୮ ଜଣ ଯାତ୍ରୀ ଘାଇକୁ…