Browsing Tag

39 years of fasting but healthy

୩୯ ବର୍ଷ ଧରି କେବଳ ୨ କପ୍‌ ଚା’ ପିଇ ସୁସ୍ଥ ରହିଛନ୍ତି ମହିଳା, ଜାଣନ୍ତୁ କିପରି

ଆମେ ଦିନଟିଏ ନ ଖାଇଲେ ଆଖିରେ ଜୁଳୁଜୁଳିଆ ପୋକ ପଶିଯାଇଥାଏ । ହେଲେ ଜଣେ ମହିଳା ଦୀର୍ଘ ୩୯ ବର୍ଷ ଧରି ନଖାଇ ସୁସ୍ଥ ଅଛନ୍ତି । ୩୯ ବର୍ଷ ଧରି ଅନ୍ନର ଦାନାଟିଏ ବି ଖାଇ ନଥାନ୍ତି ଉକ୍ତ ମହିଳା । ମହିଳାଙ୍କ ନାମ ବିମଳଯଶା । ବୟସ ତାଙ୍କର ୬୨ ବର୍ଷ । ଏହି ବୟସରେ କିଛି ନଖାଇ ମଧ୍ୟ ସେ ସୁସ୍ଥ…