Below header
Browsing Tag

4 children hospitalised

ଭଦ୍ରକ : ତିହିଡି ଝିଙ୍କିରିଆରେ କୀଟନାଶକ ପିଇ ୪ ଶିଶୁ ଗୁରୁତର

ଭଦ୍ରକ(କେନ୍ୟୁଜ ) : ଭଦ୍ରକ ତିହିଡି ଝିଙ୍କିରିଆରେ କୀଟନାଶକ ପିଇ ୪ ଶିଶୁ ଗୁରୁତର । ଖେଳୁଥିଲା ବେଳେ ଅଜାଣତରେ କୀଟନାଶକ ପିଇଥିଲେ । ଗୁରୁତର ୪ ଶିଶୁଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ଖେଳୁ ଖେଳୁ କୀଟନାଶକ ପିଇ ଦେଇଥିଲେ ୪ ଶିଶୁ । ସମସ୍ତ ଶିଶୁଙ୍କ ବୟସ ୨ରୁ ୩ ବର୍ଷ…