ବଢିଲା ମାଗଣା ଆଧାର ଅପଡେଟ୍ କରିବାର ସମୟ ସୀମା, ଏବେ ଡିସେମ୍ବର ୧୪ ଯାଏଁ କରିପାରିବେ
ମାଗଣା ଆଧାର କାର୍ଡ ଅପଡେଟ୍ କରିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ଖୁସି ଖବର । ପୂର୍ବରୁ ଆଧାର କାର୍ଡ ଅପଡେଟ୍ କରିବାର ଶେଷ ତାରିଖ ୧୪ ସେପ୍ଟେମ୍ବର ୨୦୨୪ ସ୍ଥିର କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଏହାର ତାରିଖ ବୃଦ୍ଧି କରାଯାଇଛି । ୟୁଆଇଡିଏଆଇ ଆଧାରର ମାଗଣା ଅପଡେଟ୍ ପାଇଁ ଶେଷ ତାରିଖ…