Love-sex- cheating: ପୁଣି ରାଜଧାନୀରେ ଲଭ, ସେକ୍ସ, ଧୋକା, ଅଭିଯୁକ୍ତକୁ ବାନ୍ଧିଲା ମହିଳା ଥାନା ପୋଲିସ
ଭୁବନେଶ୍ଵର : ପୁଣି ରାଜଧାନୀରେ ଲଭ, ସେକ୍ସ, ଧୋକା ଅଭିଯୋଗ । ଅଭିଯୁକ୍ତକୁ ବାନ୍ଧିଲା ମହିଳା ଥାନା ପୋଲିସ । ଅଭିଯୁକ୍ତର ଘର ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ଜିତେନ୍ଦ୍ର କୁମାର ରାଜ । ଦୁଇବର୍ଷ ପୂର୍ବେ ସୋସିଆଲ ମିଡିଆରେ ପୀଡିତାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢିଉଠିଥିଲା ।…