ସ୍କୁଲ ପାଚେରୀ ଭୁଶୁଡ଼ି ଛାତ୍ର ମୃତ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିଲା
କଟକ: ସ୍କୁଲ ପାଚେରୀ ଭୁଶୁଡ଼ି ଛାତ୍ର ମୃତ । କଟକ ଅଡଶପୁର ଅଞ୍ଚଳର ନୋଦା ପ୍ରାଇମେରୀ ସ୍କୁଲରେ ଅଘଟଣ। ଖେଳ ଛୁଟି ସମୟରେ ପାଚେରୀ ଭୁଶୁଡି ପଡିବା ଯୋଗୁଁ ଏଥିରେ ଚାପି ହୋଇ ୫ମ ଶ୍ରେଣୀ ଛାତ୍ର ସାଇ ସ୍ୱରୂପ ଭୋଇଙ୍କ ମୃତ୍ୟୁ ଘଟିଛି ।
ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ…